Author: TRUPTIMAYEE SAHOO

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (IIT) ରୁରକି ଆନୁଷ୍ଠାନିକ ଭାବରେ ଜଏଣ୍ଟ ପ୍ରବେଶିକା ପରୀକ୍ଷା (JEE) ଆଡଭାନ୍ସଡ୍ ୨୦୨୬ ପାଇଁ ପରୀକ୍ଷା ତାରିଖ ଘୋଷଣା କରିଛି। ଏହା ୨୩ଟି IITରେ ବ୍ୟାଚେଲର ଅଫ୍ ଟେକ୍ନୋଲୋଜି (BTech) ପ୍ରବେଶ ପାଇଁ ଏକ ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା। ଏହି ପରୀକ୍ଷା ୧୭ ମଇ, ୨୦୨୬ରେ ବିଭିନ୍ନ ସହରରେ କମ୍ପ୍ୟୁଟର-ଆଧାରିତ ମୋଡ୍ ରେ ଅନୁଷ୍ଠିତ ହେବ। ଆସନ୍ତୁ ଏଠାରେ ପରୀକ୍ଷା ବିବରଣୀ ଉପରେ ନଜର ପକାଇବା। ପରୀକ୍ଷା କେତେ ସମୟ ପର୍ଯ୍ୟନ୍ତ ଚାଲିବ? ସରକାରୀ କାର୍ଯ୍ୟସୂଚୀ ଅନୁଯାୟୀ ପରୀକ୍ଷା ୬ ଘଣ୍ଟା ଧରି ହେବ ଏହାକୁ ଦୁଇଟି ବାଧ୍ୟତାମୂଳକ ପତ୍ରରେ ବିଭକ୍ତ କରାଯିବ: ପେପର ୧ ସକାଳ ୯ ରୁ ୧୨ ପର୍ଯ୍ୟନ୍ତ ଏବଂ ପେପର ୨ ଅପରାହ୍ନ ୨:୩୦ ରୁ ୫:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଯୋଗ୍ୟତା ଅର୍ଜନ କରିବା ପାଇଁ ପ୍ରାର୍ଥୀମାନଙ୍କୁ ଉଭୟ ପତ୍ର ଦେବାକୁ ପଡ଼ିବ। IIT ରୁରକି ଖୁବ୍…

Read More