Author: TRUPTIMAYEE SAHOO

ଭାରତୀୟ ଗଣତନ୍ତ୍ରର ମୂଳ ଆଧାର ହେଉଛି ନିର୍ବାଚନ ପ୍ରକ୍ରିୟା । ଏହି ପ୍ରକ୍ରିୟା ଯେତେ ସ୍ୱଚ୍ଛ, ନିଷ୍ପକ୍ଷ ଓ ବିଶ୍ୱସନୀୟ, ଗଣତନ୍ତ୍ର ସେତେ ଶକ୍ତିଶାଳୀ। କିନ୍ତୁ ଯଦି ଏହି ପ୍ରକ୍ରିୟାର ମୂଳଭିତ୍ତି ଭୋଟର ତାଲିକା ହିଁ ସନ୍ଦେହାସ୍ପଦ, ତେବେ ଗଣତନ୍ତ୍ରର ଗଣ୍ଡି ଧୀରେଧୀରେ ଫମ୍ପା ହୋଇଯାଏ । ପଶ୍ଚିମବଙ୍ଗରେ ଏବେ ଯାହା ଘଟୁଛି, ତାହା କେବଳ ଏକ ରାଜ୍ୟର ରାଜନୀତିକ ଘଟଣା ନୁହେଁ; ଏହା ଭାରତୀୟ ଗଣତନ୍ତ୍ରର ଭବିଷ୍ୟତକୁ ନେଇ ଏକ ଗମ୍ଭୀର ସତର୍କ ସଙ୍କେତ। ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ (SIR)ର ଡ୍ରାଫ୍ଟ ରିପୋର୍ଟରୁ ସାମ୍ନାକୁ ଆସିଥିବା ତଥ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ନୁହେଁ, ଆତଙ୍କ ଲାଗେ । ୫ ବର୍ଷ ବୟସରେ ନାଗରିକ ଭୋଟର ଏବଂ ସେହି ବୟସରେ ବି ବାପା–ମାଆ ହୋଇଛନ୍ତି ! ଏହା କୌଣସି ରାଜନୈତିକ ଅଭିଯୋଗ ନୁହେଁ, ଏହା ନିର୍ବାଚନ କମିଶନଙ୍କ ନିଜ ତଥ୍ୟରୁ ମିଳିଥିବା ଚିତ୍ର । ଏଭଳି ମାମଲାର ସଂଖ୍ୟା ୧୧ ଲକ୍ଷ ୯୫…

Read More