Author: TRUPTIMAYEE SAHOO

ପାକିସ୍ତାନର ଚିଫ୍ ଅଫ୍ ଷ୍ଟାଫ୍  ଏବଂ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ୍ ଅସୀମ୍ ମୁନିର କହିଛନ୍ତି , ଯେ ମେ ମାସରେ ଭାରତ ସହିତ ସାମରିକ ସଂଘର୍ଷ ସମୟରେ ଆଲ୍ଲା ପାକିସ୍ତାନକୁ ସାହାଯ୍ୟ କରିଥିଲେ । ପାକିସ୍ତାନର ଜାତୀୟ ଉଲେମା ସମ୍ମିଳନୀରେ ସମ୍ବୋଧିତ କରି ମୁନିର କହିଛନ୍ତି ଯେ ଭାରତ ସହିତ ସଂଘର୍ଷ ସମୟରେ ସେ ଆଲ୍ଲାଙ୍କ ସାହାଯ୍ୟ ଅନୁଭବ କରିଥିଲେ। ମୁନିର ଏହି ଭାଷଣ ଡିସେମ୍ବର ୧୦, ୨୦୨୫ ରେ ଦେଇଥିଲେ। ଏହି ଭାଷଣର ଏକ ଭିଡିଓ ରବିବାର ଦିନ ଏକ ପାକିସ୍ତାନୀ ଟିଭି ଚ୍ୟାନେଲ ଦ୍ୱାରା ପ୍ରକାଶିତ ଏବଂ ପ୍ରସାରିତ ହୋଇଛି । ମୁନିରଙ୍କ ବକ୍ତବ୍ୟ ପ୍ରମାଣିତ କରେ ଯେ ଅପରେସନ୍ ସିନ୍ଦୂର ସମୟରେ ଭାରତୀୟ ସଶସ୍ତ୍ର ବାହିନୀର ଆକ୍ରମଣ କେତେ ଭୟଙ୍କର ଥିଲା। ମୁନିର ଆଲ୍ଲାଙ୍କ ସାହାଯ୍ୟ ଅନୁଭବ କରିଥିବା ଦାବି କରିଛନ୍ତି ସମ୍ମିଳନୀରେ ଭାଷଣ ଦେଇ ମୁନିର କୋରାନର ଏକ ପଦ ଉଦ୍ଧୃତ କରିଛନ୍ତି: “ଯଦି…

Read More