Author: TRUPTIMAYEE SAHOO

ଗଣତନ୍ତ୍ରରେ ଜନମତର ଶକ୍ତି ଅପାର କିନ୍ତୁ ସେହି ଜନମତ ଯେତେବେଳେ କ୍ଷମତାର ଅହଂକାରରେ ପରିଣତ ହୁଏ, ସେତେବେଳେ ଶାସନ ବ୍ୟବସ୍ଥାରେ ଫାଟ ଦେଖାଦେବା ସ୍ୱାଭାବିକ । ଓଡ଼ିଶାରେ ବିଜେପି ସରକାର ଗଠନ ହେବାର ପ୍ରାୟ ୧୮ ମାସ ବିତିଯାଇଥିଲେ ହେଁ, ଦଳ ଭିତରେ ସମନ୍ୱୟର ଘୋର ଅଭାବ ଏବେ ରାଜ୍ୟ ରାଜନୀତିର ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି। ଜନସାଧାରଣଙ୍କ ମନରେ ଆଶା ଥିଲା ଯେ ଏକ ‘ଡବଲ ଇଞ୍ଜିନ’ ସରକାର ରାଜ୍ୟରେ ବିକାଶର ନୂତନ ଗତି ପ୍ରଦାନ କରିବ। କିନ୍ତୁ ସରକାର ଗଠନର ୧୮ ମାସ ବିତିଯାଇଥିଲେ ହେଁ, ବିକାଶର ଗତି ଅପେକ୍ଷା ଦଳୀୟ ନେତାଙ୍କ ମଧ୍ୟରେ ଥିବା ବିବାଦ ଅଧିକ ଶିରୋନାମା ମଣ୍ଡନ କରୁଛି। ଶାସନ କଳ ଓ ସଙ୍ଗଠନ ମଧ୍ୟରେ ତାଳମେଳର ଅଭାବ ଏବେ ଏପରି ଏକ ସ୍ତରରେ ପହଞ୍ଚିଛି, ଯାହାକୁ ‘ଶୀତଳ ଯୁଦ୍ଧ’ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେଉଁ ପରିବର୍ତ୍ତନର ଆଶା ନେଇ ଓଡ଼ିଶାବାସୀ ଏକ…

Read More