Author: TRUPTIMAYEE SAHOO

ନୂଆ ବର୍ଷ ସାଧାରଣତଃ ଆଶା, ଆକାଂକ୍ଷା ଓ ନୂଆ ଆରମ୍ଭର ପ୍ରତୀକ। କିନ୍ତୁ ଓଡ଼ିଶାର ରାଜନୀତିରେ ନୂଆ ବର୍ଷ ଆସୁଛି ଏକ ଭିନ୍ନ ଅର୍ଥ ନେଇ- ଦଳୀୟ ନବକଳେବର, ନେତୃତ୍ୱ ପରିବର୍ତ୍ତନ, ନିଯୁକ୍ତି ଆଶା, ଅସନ୍ତୋଷ, ଗୋଷ୍ଠୀ ସଂଘର୍ଷ ଓ ଦଳଡିଆଁର ନୂଆ ଗଣିତ। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ- ବିଜେଡି, ବିଜେପି ଓ କଂଗ୍ରେସ; ତିନିଟି ଭିନ୍ନ ଭିନ୍ନ ସଙ୍କଟ, ସମ୍ଭାବନା ଓ ଚାପ ମଧ୍ୟରେ ନୂଆ ବର୍ଷକୁ ଅପେକ୍ଷା କରୁଛନ୍ତି। ତିନି ଦଳର ରାସ୍ତା ଭିନ୍ନ ହେଲେ ମଧ୍ୟ, ସମସ୍ୟାର ମୂଳ ସୂତ୍ର ଏକ—କ୍ଷମତା, ପଦ ଓ ରାଜନୈତିକ ଭବିଷ୍ୟତ। ବିଜେଡିର ବିଭାଜିତ ସ୍ୱର: କ୍ଷମତା ହସ୍ତାନ୍ତର ନା ସଙ୍ଗଠନ ସଜାଡ଼ିବା? ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଶାସନ ଗାଦିରେ ବସିବା ପରେ ପରାଜୟର ସ୍ୱାଦ ଚାଖିଥିବା ବିଜୁ ଜନତା ଦଳ (ବିଜେଡି) ଏବେ ଏକ ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ବିଶେଷକରି ନୂଆପଡ଼ା…

Read More