Author: TRUPTIMAYEE SAHOO

ଓଡ଼ିଶାର କ୍ୟାଲେଣ୍ଡର ଅନୁଯାୟୀ ପରବର୍ତ୍ତୀ ସାଧାରଣ ନିର୍ବାଚନ ୨୦୨୯ ମସିହାରେ। ଖରାଦିନର ସେହି ପ୍ରଚଣ୍ଡ ତାପ ସାଙ୍ଗକୁ ରାଜନୈତିକ ଉଷ୍ମତା ଆସିବାକୁ ଅନେକ ସମୟ ବାକି ଅଛି। କୌଣସି ବିଧିବଦ୍ଧ ତାରିଖ ଘୋଷଣା ହୋଇନାହିଁ କି ଆଦର୍ଶ ଆଚରଣ ସଂହିତାର କଟକଣା ନାହିଁ। କିନ୍ତୁ ଭୁବନେଶ୍ୱରର ପାୱାର କରିଡରରୁ ଆରମ୍ଭ କରି ଗାଁ ଗହଳିର ଚା’ ଦୋକାନ ପର୍ଯ୍ୟନ୍ତ, ଗୋଟିଏ ଅଦୃଶ୍ୟ ଘଡ଼ିର ଟିକ୍-ଟିକ୍ ଶବ୍ଦ ଶୁଣାଯିବା ଆରମ୍ଭ ହେଲାଣି। ରାଜନୀତି ବିଜ୍ଞାନରେ ଏକ ପୁରୁଣା କଥା ଅଛି— “ନିର୍ବାଚନ ଗୋଟିଏ ଦିନର ଘଟଣା ହୋଇପାରେ, କିନ୍ତୁ ଏହାର ଜୟ-ପରାଜୟ ବର୍ଷ ବର୍ଷର ପ୍ରକ୍ରିୟା।” ୨୦୨୯ର ସେହି ବୈତରଣୀ ପାର ହେବା ପାଇଁ ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଆଜିଠାରୁ ହିଁ ନିଜର କଲମ ଧରି ଫଳାଫଳର ଚିଠା ଲେଖିବା ଆରମ୍ଭ କରିଦେଲେଣି। ଶକ୍ତି ପରିବର୍ତ୍ତନର ପରବର୍ତ୍ତୀ ଓଡ଼ିଶା: ଏକ ନୂଆ ପର୍ଯ୍ୟାୟ ୨୦୨୪ ମସିହା ଓଡ଼ିଶା ଇତିହାସରେ ଏକ ନୂତନ…

Read More