Author: TRUPTIMAYEE SAHOO

ରାଜନୀତି କୌଣସି ବିଶ୍ୱବିଦ୍ୟାଳୟର ସାର୍ଟିଫିକେଟ ଦ୍ୱାରା ଚାଲେ ନାହିଁ। ଏହା ଚାଲେ ଅନୁଭବ, ସମୟ ବୁଝିବା କ୍ଷମତା, ପ୍ରତିପକ୍ଷଙ୍କ ଚାଲ୍ ପଢ଼ିବା ଶକ୍ତି ଓ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ନିଜ ଅହଂକାରକୁ ଜ୍ଞାନରେ ନିୟନ୍ତ୍ରଣ କରିବା । ଯେଉଁଠି ଏହି ଶିକ୍ଷା ନ ଥାଏ, ସେଠି ନେତା ନିଜେ ନିଜର ଶତ୍ରୁ ପାଲଟିଯାଏ। ରାଜ୍ୟ ରାଜନୀତିରେ ସେହିଭଳି ଅନେକ ରାଜନତା ଅଛନ୍ତି। କିନ୍ତୁ ଓଡ଼ିଶା ରାଜନୀତିର ଏବେର ଚର୍ଚ୍ଚିତ ନାଁ ହେଲେ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ—ସେହି ଦୁଃଖଦ ରାଜନୈତିକ ମହାମୁର୍ଖ ଚରିତ୍ରର ଉଦାହରଣ। ତେଣୁ ଓଡ଼ିଶା ରାଜନୀତିରେ ଏବେ ଚର୍ଚ୍ଚାରେ ଥିବା ବବି ଦାସ ସେ ଦିଗରୁ ଜଣେ ମହାମୁର୍ଖ ବୋଲି କୁହାଯାଉଛି। ରାଜନୀତିକ ପରିବାରର ଉତ୍ତରାଧିକାର, କିନ୍ତୁ ଶିକ୍ଷା ଅନୁପସ୍ଥିତ ବବି ଦାସ କୌଣସି ସାଧାରଣ ପରିବାରରୁ ଆସିନାହାନ୍ତି । ସେ ହେଉଛନ୍ତି ପ୍ରଖ୍ୟାତ ଜନତା ଦଳ ନେତା ଅଶୋକ ଦାସଙ୍କ ପୁଅ। ରାଜନୀତିରେ ଅଶୋକ…

Read More