Author: TRUPTIMAYEE SAHOO

ଓଡ଼ିଶାର ଖଣିଜ ସମ୍ପଦ ଦୀର୍ଘ ଦିନ ଧରି ରାଜନୀତି, ପ୍ରଶାସନ ଓ କର୍ପୋରେଟ୍ ସ୍ୱାର୍ଥର ଏକ ଜଟିଳ ଜାଲରେ ଆବଦ୍ଧ। ଏହି ଜାଲ ଭିତରେ କେବଳ ପାହାଡ଼ ଓ ଜଙ୍ଗଲ ନୁହେଁ—ରାଜ୍ୟର ରାଜସ୍ୱ, ପରିବେଶ ଓ ଗଣତନ୍ତ୍ରୀୟ ଆସ୍ଥା ମଧ୍ୟ ଧୋଇଯାଉଛି । ଏହି ପରିପ୍ରେକ୍ଷିତରେ ବୁଧବାର ଓଡ଼ିଶା ହାଇକୋର୍ଟ ଦ୍ୱାରା ଓଡ଼ିଶା ସରକାରଙ୍କୁ ଜାରି ହୋଇଥିବା ନୋଟିସ୍ କେବଳ ଏକ ଆଇନଗତ ପ୍ରକ୍ରିୟା ନୁହେଁ—ଏହା ଏକ ରାଜନୈତିକ ଓ ପ୍ରଶାସନିକ ସତର୍କବାଣୀ । ଅବୈଧ ଖଣି କାର୍ଯ୍ୟକଳାପ ଉପରେ Central Bureau of Investigation (CBI) ତଦନ୍ତ ଦାବିକୁ ନେଇ ହାଇକୋର୍ଟର ଏହି ହସ୍ତକ୍ଷେପ ରାଜ୍ୟରେ ଚାଲିଥିବା ଅନେକ ଅସ୍ୱସ୍ଥ ପ୍ରଶ୍ନକୁ ପୁଣି ଥରେ ମଞ୍ଚକୁ ଆଣିଛି। ମାମଲାର ପୃଷ୍ଠଭୂମି: PIL ଓ ଆଦାଲତର ହସ୍ତକ୍ଷେପ ଏହି ମାମଲା ଆସିଛି ଏକ ଜନସ୍ୱାର୍ଥ ମାମଲା (PIL) ମାଧ୍ୟମରେ, ଯାହା ଦାଖଲ କରିଛନ୍ତି ଶ୍ରବଣ କୁମାର ଦେବ। ଏହି…

Read More