Author: TRUPTIMAYEE SAHOO

ମହାଭାରତର ଚରିତ୍ରମାନଙ୍କୁ ଓଡ଼ିଶା ଇତିହାସ ପୁଣି ଥରେ ଅନୁସରଣ କରୁଛି କି? କାରଣ ମହାଭାରତରେ ବିଦୁର ଏମିତି ଏକ ଚରିତ୍ର ଥିଲେ ଯିଏ ଧର୍ମ, ନୀତି ଓ ବିବେକର ପ୍ରତୀକ। ଧ୍ରୁତରାଷ୍ଟ୍ରଙ୍କ ଅନ୍ୟାୟ, ଦୁର୍ଯ୍ୟୋଧନଙ୍କ ଅହଂକାର ଓ ରାଜସଭାର ନୀରବ ସମର୍ଥନ-ଏ ସବୁକୁ ସହିନପାରି ବିଦୁର ରାଜ୍ୟ ଛାଡ଼ିଥିଲେ। ସେ ରହିଲେ ନାହିଁ, କାରଣ ସେ ଜାଣିଥିଲେ—ଯେଉଁ ରାଜ୍ୟରେ ନୀତିର ମୂଲ୍ୟ ନାହିଁ, ସେଠି ରହିବା ଅର୍ଥହୀନ। ଆଜି ସେହି ଉପମା ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ଭିତରେ ଅସ୍ୱସ୍ଥ ଭାବରେ ମେଳ ଖାଉଛି। ଦଳର ସର୍ବୋଚ୍ଚ ନେତୃତ୍ୱରେ ଥିବା ନବୀନ ପଟ୍ଟନାୟକଙ୍କୁ ନେଇ ଧ୍ରୁତରାଷ୍ଟ୍ର ଉପମା ଆସୁଛି, ତାଙ୍କର “ମାନସ ପୁତ୍ର” ଭାବେ ଚିହ୍ନିତ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଯାହାଙ୍କୁ ବିଜେଡିରେ ଦୁର୍ଯ୍ୟୋଧନ କୁଚହାଯାଉଛି। ଏହି ଦୁଇ ଚରିତ୍ରର ଛାୟାରେ ବିଜେଡିର ଅନେକ ବରିଷ୍ଠ, ଅନୁଭବୀ ଓ ନିର୍ବାଚନୀ ସଫଳ ନେତାଭାବେ…

Read More