Author: TRUPTIMAYEE SAHOO

ବାସ୍ତୁ ଶାସ୍ତ୍ର ଏକ ପ୍ରାଚୀନ ବିଜ୍ଞାନ, ଯାହା ଗୋଟିଏ ସାଧାରଣ ମଣିଷ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଏ। ଏହି ଶାସ୍ତ୍ର ଅନୁଯାୟୀ, ସକାଳେ ଉଠିବା ପରେ ପ୍ରଥମ ଦର୍ଶନ ଜଣେ ବ୍ୟକ୍ତିଙ୍କର ମନ, ଶକ୍ତି ଓ ଦୈନନ୍ଦିନ କାର୍ଯ୍ୟକଳାପକୁ ପ୍ରଭାବିତ କରେ। ସକାଳେ ଯେଉଁ ଜିନିଷଗୁଡ଼ିକୁ ଦେଖାଯାଏ, ସେଗୁଡ଼ିକ ଦୈନନ୍ଦିନ ଚିନ୍ତାଧାରା ଓ ଫଳାଫଳକୁ ଲାଗିପାରେ। ବାସ୍ତୁ ଶାସ୍ତ୍ରର ଅନେକ ନିୟମ ଅନୁଯାୟୀ, ସକାଳୁ ଉଠିବା ପରେ ନିମ୍ନଲିଖିତ ଜିନିଷଗୁଡ଼ିକୁ ଦେଖିବା ଅଶୁଭ ବୋଲି ବିବେଚିତ : ୧. ଛାଇ: ସକାଳେ ଉଠିବା ପରେ ନିଜ ଛାଇ ଦେଖିବା ଅନୁଚିତ୍। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଛାଇ ଦେଖିବା ଦିନରେ ନକାରାତ୍ମକ ଶକ୍ତିକୁ ବଢାଇଥାଏ ଓ ଜୀବନରେ ବିପରୀତ ପରିଣାମ ଦେଇପାରେ। ୨. ଭଙ୍ଗା ଆଇନା: ଭଙ୍ଗା ଆଇନାକୁ ସକାଳେ ଦେଖିବା ଠିକ୍ ନୁହେଁ। ଏହା ଦୈନନ୍ଦିନ ଜୀବନରେ ଅଶୁଭ ଫଳ ଆଣିପାରେ ଓ କାର୍ଯ୍ୟ ସଫଳତାରେ ବାଧା ଦେଇପାରେ।…

Read More