Author: TRUPTIMAYEE SAHOO

ସୁନା ଦର ଲଗାତାର ବୃଦ୍ଧି ପାଇ ନୂଆ ରେକର୍ଡ ସୃଷ୍ଟି କରୁଛି। ଗତ କିଛି ଦିନ ମଧ୍ୟରେ ସୁନା ଦର ଗ୍ରାମ ପିଛା ୧୫ ହଜାର ଟଙ୍କା ପାର୍ କରିଯାଇଛି। ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗତକାଲି ଅପେକ୍ଷା ଆଜି ସୁନା ଦରରେ ଗ୍ରାମ ପିଛା ପ୍ରାୟ ୫୪୦ ଟଙ୍କାର ବୃଦ୍ଧି ଦେଖିବାକୁ ମିଳିଛି। ଏହି ବୃଦ୍ଧି ପରେ ବଜାରରେ ଗହଣା କ୍ରୟକର୍ତ୍ତାମାନେ ଚିନ୍ତାରେ ପଡ଼ିଛନ୍ତି। ବିବାହ ଋତୁ ଓ ଆସନ୍ତା ପର୍ବପର୍ବାଣୀ ଦୃଷ୍ଟିରେ ରଖି ଲୋକେ ଗହଣା କିଣିବାକୁ ଯୋଜନା କରୁଥିବା ବେଳେ, ଏପରି ଦରବୃଦ୍ଧି ଚାପ ବଢ଼ାଇଛି। ସର୍ବଭାରତୀୟ ବଜାରରେ ଆଜି ସୁନା ଦର ଆଜି ସର୍ବଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧ ଗ୍ରାମ ପିଛା ₹୧୪,୬୪୦ ରହିଛି। ସେହିପରି ୨୪ କ୍ୟାରେଟ ସୁନାର ମୂଲ୍ୟ ୧ ଗ୍ରାମ ପିଛା…

Read More