Author: TRUPTIMAYEE SAHOO

୨୦୨୪ ମସିହାରେ ବାଂଲାଦେଶରେ ଦେଖାଦେଇଥିବା ଗଭୀର ରାଜନୈତିକ ଅସ୍ଥିରତା ଏବଂ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସରକାରର ପତନକୁ ନେଇ ଏବେ ଏକ ନୂଆ ବିବାଦ ଆରମ୍ଭ ହୋଇଛି। ଆମେରିକାର ଜଣେ ବରିଷ୍ଠ କୂଟନୈତିକଙ୍କ ଗୋପନୀୟ ଅଡିଓ ରେକର୍ଡିଂ ଲିକ୍ ହେବା ପରେ, ବାଂଲାଦେଶର ଶାସକ ଦଳ ଆୱାମୀ ଲିଗ୍ ଆମେରିକାର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି। ଏହି ଲିକ୍ ହୋଇଥିବା ରେକର୍ଡିଂରେ ବାଂଲାଦେଶର ରାଜନୈତିକ ପରିସ୍ଥିତି, ଇସଲାମିକ ରାଜନୈତିକ ଶକ୍ତି ସହ ସମ୍ପୃକ୍ତି ଏବଂ ଶେଖ ହସିନା ପରବର୍ତ୍ତୀ ଯୁଗରେ ଦେଶର ଗତିବିଧିକୁ ନେଇ ଆଲୋଚନା ଥିବା ଦାବି କରାଯାଇଛି। ଏକ ପ୍ରମୁଖ ଆନ୍ତର୍ଜାତିକ ମାଧ୍ୟମରେ ପ୍ରକାଶିତ ଏହି ରିପୋର୍ଟ ବାଂଲାଦେଶରେ ଆମେରିକାର କଥିତ ହସ୍ତକ୍ଷେପକୁ ନେଇ ନୂଆ ତର୍କ ସୃଷ୍ଟି କରିଛି। ବାଂଲାଦେଶର ପୂର୍ବତନ ଶିକ୍ଷାମନ୍ତ୍ରୀ ମୋହିବୁଲ ହାସନ ଚୌଧୁରୀ ଏକ ସାମ୍ପ୍ରତିକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଏହି ଅଡିଓ ଲିକ୍ ଆୱାମୀ ଲିଗ୍‌ର ଦୀର୍ଘଦିନର ଦାବିକୁ…

Read More