Author: TRUPTIMAYEE SAHOO

ଦେଶରେ ପ୍ରତ୍ୟେକ ଦିନ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରାଯାଉଛି। ତୈଳ କମ୍ପାନୀମାନେ ପ୍ରତିଦିନ ସକାଳ ୬ଟାରେ ନୂଆ ଦର ପ୍ରକାଶ କରୁଥିବା ବେଳେ, ଆଜି ମଧ୍ୟ ଦେଶର ବିଭିନ୍ନ ସହରରେ ପେଟ୍ରୋଲ ଓ ଡିଜେଲ ଦରରେ କେଉଁଠି ସ୍ଥିରତା ତ କେଉଁଠି ସାନ୍ନା ପରିବର୍ତ୍ତନ ଦେଖାଯାଇଛି। ବିଶେଷକରି ଓଡ଼ିଶାରେ ଆଜି ତେଲ ଦରରେ  ହ୍ରାସ ଦେଖାଦେଇଛି, ଯାହା ସାଧାରଣ ଲୋକଙ୍କ ପାଇଁ କିଛି ରିହାତି ଆଣିଛି। ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲର ଦର (ପ୍ରତି ଲିଟର) ₹୯୪.୭୭ ରହିଥିବା ବେଳେ ଡିଜେଲର ଦର ₹୮୭.୬୭ ରହିଛି। ଆଜି ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ, ଦର ସ୍ଥିର ରହିଛି। ଏହିପରି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ₹୧୦୩.୫୦ ଓ ଡିଜେଲ ଦର ₹୯୦.୦୩ ରହିଛି। ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ମଧ୍ୟ ଆଜି ତୈଳ ଦର ସ୍ଥିର ରହିଛି।…

Read More