Author: TRUPTIMAYEE SAHOO

ଦେଶର ସୁନା ଓ ରୁପା ବଜାରରେ ପୁଣିଥରେ ମୂଲ୍ୟ ହ୍ରାସ ଦେଖାଯାଇଛି । ଲଗାତାର ମୂଲ୍ୟ ବୃଦ୍ଧି ପରେ ଏବେ ସୁନା–ରୁପା ଦର କମିଥିବାରୁ ସାଧାରଣ ଗ୍ରାହକ ଓ ବିବାହ ସିଜିନକୁ ନଜରରେ ରଖି କିଣାକଟା କରିବାକୁ ଯୋଜନା କରୁଥିବା ଲୋକଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି ।ମିଳିଥିବା ସୂଚନା ଅନୁସାରେ, ୨୪ କ୍ୟାରେଟ୍ ସୁନା ୧୪୨୦ ଟଙ୍କା ଖସିଥିବା ବେଳେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧୩୦୦ ଟଙ୍କା କମିଛି । ସେହିପରି ରୁପା ଦରରେ ବଡ଼ ହ୍ରାସ ଦେଖାଯାଇଛି । କିଲୋ ପିଛା ରୁପା ଦର ୨୦ ହଜାର ଟଙ୍କା କମିଛି । ଦର ହ୍ରାସ ପରେ ବର୍ତ୍ତମାନ ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ୫୧ ହଜାର ୭୫୦ ଟଙ୍କାରେ ପହଞ୍ଚିଛି । ସେହିଭଳି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ ଲକ୍ଷ ୩୯ ହଜାର ୧୦୦…

Read More