Author: TRUPTIMAYEE SAHOO

ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି, ତେବେ କିଣିବା ପୂର୍ବରୁ ଆଜିର ସୁନା ଦର ବିଷୟରେ ଜାଣିନେବା ଅତ୍ୟନ୍ତ ଆବଶ୍ୟକ । ଦେଶୀୟ ଓ ଆନ୍ତର୍ଜାତିକ ବଜାରରେ ହେଉଥିବା ଚଢ଼ାଉର ପ୍ରଭାବ ସିଧାସଳଖ ଭାବେ ସୁନା ଓ ରୁପା ଦର ଉପରେ ପଡ଼ୁଛି । ବିବାହ ଋତୁ, ପର୍ବପର୍ବାଣୀ ଓ ନିବେଶ ଦୃଷ୍ଟିକୋଣରୁ ସୁନା ପ୍ରତି ଚାହିଦା ବଢ଼ିଥିବା ବେଳେ ଦର ମଧ୍ୟ ଉଚ୍ଚ ସ୍ତରରେ ରହିଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପିଛା ୧,୫୨,୩୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୩୯,୬୫୦ ଟଙ୍କାକୁ ପହଞ୍ଚିଛି । ଦେଶର ବିଭିନ୍ନ ସହରରେ ସୁନା ଦରରେ ସାମାନ୍ୟ ତଫାତ ଦେଖାଯାଉଥିବା ବେଳେ କେତେକ ସହରରେ ଦର ସ୍ଥିର ରହିଛି । ରାଜଧାନୀ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦…

Read More