Author: TRUPTIMAYEE SAHOO

ଭାରତୀୟ ବଜାରରେ ସୁନା ଦର ପୁଣିଥରେ ଉଚ୍ଚ ସ୍ତରକୁ ପହଞ୍ଚିଛି। ବିବାହ ଋତୁ ଓ ପର୍ବପର୍ବାଣୀ ପୂର୍ବରୁ ଗହଣା କିଣିବାକୁ ଯୋଜନା କରୁଥିବା ଗ୍ରାହକମାନେ ଆଜିର ଦର ନିଶ୍ଚୟ ଜାଣିନେବା ଆବଶ୍ୟକ। ବଜାରରେ ଚାହିଦା ବୃଦ୍ଧି ଓ ଆନ୍ତର୍ଜାତୀୟ ଦରର ପ୍ରଭାବରେ ସୁନା ମୂଲ୍ୟରେ ଏହି ବୃଦ୍ଧି ଦେଖାଯାଇଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୫୮,୫୧୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୪୫,୩୦୦ ଟଙ୍କାକୁ ପହଞ୍ଚିଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ୨୪ କ୍ୟାରେଟ୍ ସୁନା ୧,୫୮,୫୧୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା ୧,୪୫,୩୦୦ ଟଙ୍କା ରହିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧,୫୮,୫୧୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧,୪୫,୩୦୦ ଟଙ୍କା ରହିଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଦର ୧,୫୮,୬୬୦ ଟଙ୍କା ଓ ୨୨…

Read More