Author: TRUPTIMAYEE SAHOO

ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନାର ଦର ୧,୫୫,୭୮୦ ଟଙ୍କା ଓ ୨୨ କ୍ୟାରେଟ ସୁନାର ଦର ୧,୪୨,୮୦୦ ଟଙ୍କା ରହିଛି। ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ୧,୫୫,୭୮୦ ଟଙ୍କା ଓ ୨୨ କ୍ୟାରେଟ ସୁନା ୧,୪୨,୮୦୦ ଟଙ୍କାରେ ବିକ୍ରି ହେଉଛି। ମୁମ୍ବାଇରେ ସେହିମାନେ ମୂଲ୍ୟ ସମାନ ରହିଛି, ତେବେ ନୂଆଦିଲ୍ଲୀରେ ୨୪ କ୍ୟାରେଟ ୧,୫୫,୯୩୦ ଟଙ୍କା ଓ ୨୨ କ୍ୟାରେଟ ୧,୪୨,୯୫୦ ଟଙ୍କାରେ ଉପଲବ୍ଧ ହେଉଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ସୁନା ୧,୫୭,୦୯୦ ଟଙ୍କା ଓ ୨୨ କ୍ୟାରେଟ ୧,୪୪,୦୦୦ ଟଙ୍କା ରହିଛି। ପୂର୍ବ ଭାରତର କୋଲକାତାରେ ୨୪ କ୍ୟାରେଟ ସୁନା ୧,୫୫,୭୮୦ ଓ ୨୨ କ୍ୟାରେଟ ୧,୪୨,୮୦୦ ଟଙ୍କାରେ ମିଳୁଛି। ସୁନା କିଣିବା ପୂର୍ବରୁ ମୂଲ୍ୟ ଜାଣିବା ସହିତ ସୁନାର ଶୁଦ୍ଧତା ମଧ୍ୟ ଜାଣିବା ଅତି ଆବଶ୍ୟକ। ସୁନାର ଶୁଦ୍ଧତା ଯାଞ୍ଚ ପାଇଁ ସରକାରୀ ଭାବେ ପ୍ରମାଣିତ ‘BIS Care…

Read More