Author: TRUPTIMAYEE SAHOO

ଭାରତର ମୁଖ୍ୟ ଟେଲିକମ୍ କମ୍ପାନୀ Airtel ବର୍ତ୍ତମାନ ତେଜ ଗତିରେ ୟୁଜର୍ସ ବୃଦ୍ଧି ଦେଖାଯାଉଛି । ଟେଲିକମ୍ ରେଗୁଲେଟର TRAI ରିପୋର୍ଟ ଅନୁସାରେ, ଡିସେମ୍ବରରେ Airtel ନେଟୱାର୍କର ସହିତ ୫୪.୨ ଲକ୍ଷ ନୂଆ ୟୁଜର୍ସ ସାମିଲ ହୋଇଛନ୍ତି । ସୁନୀଲ ଭାରତୀ ମିତ୍ତଲଙ୍କ ନେତୃତ୍ୱରେ ଏୟାରଟେଲ୍ ଅନ୍ୟ ଟେଲିକମ୍ ଅପରେଟରଙ୍କ ତୁଳନାରେ ଦୁଇଗୁଣରୁ ଅଧିକ ନୂଆ ୟୁଜର୍ସ ଆକର୍ଷଣ କରିଛି । କମ୍ପାନୀର ୟୁଜର୍ସଙ୍କ ସଂଖ୍ୟା ବର୍ତ୍ତମାନ ୪୬.୩୩ କୋଟିକୁ ଅତିକ୍ରମ କରିଛି । Airtel ସଂଖ୍ୟାବୃଦ୍ଧି ପାଇଁ ନୂତନ ଓ ଶସ୍ତା ଲମ୍ବା ଭ୍ୟାଲିଡିଟି ପ୍ଲାନ୍ ଲଞ୍ଚ କରିଛି, ଯାହା ସାରା ଭାରତରେ ଅନଲିମିଟେଡ୍ କଲିଂ ଏବଂ ଡାଟା ସୁବିଧା ପ୍ରଦାନ କରୁଛି । ୨୨୪୯ ଟଙ୍କାର ପ୍ଲାନରେ ୟୁଜର୍ସଙ୍କୁ ୩୬୫ ଦିନର ଭ୍ୟାଲିଡିଟି ମିଳୁଛି। ଏହି ପ୍ଲାନ ସାରା ଭାରତରେ ଯେକୌଣସି ନେଟୱାର୍କରେ ଅସୀମିତ କଲିଂ, ମାଗଣା ନ୍ୟାସନାଲ ରୋମିଂ, ୩୬୦୦ ମାଗଣା SMS ସୁବିଧା ଏବଂ ୩୦GB…

Read More