Author: TRUPTIMAYEE SAHOO

ଗହଣା କିଣିବା ପୂର୍ବରୁ ଆଜିର ସୁନା ଦର ଜାଣିବା ଅତ୍ୟନ୍ତ ଆବଶ୍ୟକ। ବଜାରରେ ଦରର ଉତ୍ତାଳତା ଚାଲିଥିବା ବେଳେ ଗ୍ରାହକମାନେ ନିଜ ନିବେଶ ପୂର୍ବରୁ ସଠିକ୍ ସୂଚନା ରଖିବାକୁ ଚାହୁଁଛନ୍ତି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ୧,୫୬,୪୪୦ ଟଙ୍କାକୁ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୩,୪୦୦ ଟଙ୍କା ରହିଛି। ରୁପା ଦର ମଧ୍ୟ ବୃଦ୍ଧି ପାଇ କିଲୋପିଛା ୨,୬୮,୦୦୦ ଟଙ୍କା ହୋଇଛି। ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ୧,୫୬,୪୪୦ ଟଙ୍କା ଓ ୨୨ କ୍ୟାରେଟ ୧,୪୩,୪୦୦ ଟଙ୍କାରେ ବିକ୍ରି ହେଉଛି। ମୁମ୍ବାଇରେ ମଧ୍ୟ ଏହି ଦର ସମାନ ରହିଛି—୨୪ କ୍ୟାରେଟ ୧,୫୬,୪୪୦ ଟଙ୍କା ଏବଂ ୨୨ କ୍ୟାରେଟ ୧,୪୩,୪୦୦ ଟଙ୍କା। ଦେଶର ରାଜଧାନୀ ନୂଆ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ୧,୫୬,୫୯୦ ଟଙ୍କା ଓ ୨୨ କ୍ୟାରେଟ ୧,୪୩,୫୫୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪…

Read More