Author: TRUPTIMAYEE SAHOO

ଗହଣା କିଣିବାକୁ ଯୋଜନା କରୁଛନ୍ତି କି? ତେବେ ପ୍ରଥମେ ଆଜିର ସୁନା ଦର ସମ୍ବନ୍ଧରେ ଜାଣି ନିଅନ୍ତୁ । ଭାରତୀୟ ବଜାରରେ ସୁନା ମୂଲ୍ୟରେ ହାଲୁକା ଚଢ଼ାଉ ଦେଖାଯାଇଛି । ବିଭିନ୍ନ ସହରରେ ୨୪ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ସୁନାର ଦର ଅଳ୍ପ ବ୍ୟତିକ୍ରମ ସହ ଘୋଷଣା ହୋଇଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୫୪,୯୧୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୨,୦୦୦ ଟଙ୍କାକୁ ପହଞ୍ଚିଛି। ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧,୫୪,୯୧୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧,୪୨,୦୦୦ ଟଙ୍କା ରହିଛି। ଆର୍ଥିକ ରାଜଧାନୀ ମୁମ୍ବାଇରେ ମଧ୍ୟ ୨୪ କ୍ୟାରେଟ୍ ସୁନା ୧,୫୪,୯୧୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧,୪୨,୦୦୦ ଟଙ୍କା ରହିଛି। ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା…

Read More