Author: TRUPTIMAYEE SAHOO

ଭାରତୀୟ ତଟରକ୍ଷା ବାହିନୀ (Indian Coast Guard) ତାର ସାମୁଦ୍ରିକ ଅଞ୍ଚଳରେ ହାଇ ଆଲର୍ଟ ଘୋଷଣା କରିଛି ଓ ତିନୋଟି ସନ୍ଦିଗ୍ଧ ଜାହାଜକୁ ଜବତ କରିଛି। ଗତ ଫେବ୍ରୁଆରୀ ୫ ତାରିଖରେ ଏହି ଅପରେସନ କାର୍ଯ୍ୟରତ ହୋଇଥିଲା। ଜବତ ହୋଇଥିବା ଜାହାଜଗୁଡ଼ିକୁ ଏକ ଟ୍ୟାଙ୍କର ବୋଲି ଚିହ୍ନଟ କରାଯାଇଛି ଯାହାର ଦାବୀ କରାଯାଉଛି ଇରାନ ସହିତ ସମ୍ପର୍କ ରହିଥିବା। ତଥାପି ଇରାନ ଏହି ସମ୍ପର୍କକୁ ଅସ୍ୱୀକାର କରିଛି। ରିପୋର୍ଟ ଅନୁଯାୟୀ, ଭାରତୀୟ ବାହିନୀ ଜବତ କରାଯାଇଥିବା ୩ଟି ଜାହାଜ ଉପରେ ପୂର୍ବରୁ ଆମେରିକା ପ୍ରତିବନ୍ଧକ ଲାଗିଥିଲା। ଏହି ଟ୍ୟାଙ୍କରଗୁଡ଼ିକୁ ଅବୈଧ ବାଣିଜ୍ୟ ରୋକିବା ପାଇଁ ନଜର ରଖାଯାଇଥିଲା। ଜବତ ହୋଇଥିବା ଟ୍ୟାଙ୍କରଗୁଡ଼ିକୁ ‘ଷ୍ଟେଲାର ରୁବି’, ‘ଆସଫାଲ୍ଟ ଷ୍ଟାର’ ଏବଂ ‘ଅଲ ଜାଫଜିଆ’ ବୋଲି ଚିହ୍ନଟ କରାଯାଇଛି। ଇରାନ ସରକାର ପ୍ରକାଶ କରିଛି ଯେ, ଏହି ଟ୍ୟାଙ୍କରଗୁଡ଼ିକର କମ୍ପାନୀ ସହିତ ତାଙ୍କର କୌଣସି ସମ୍ପର୍କ ନଥିଲା। ତିନୋଟି ଜାହାଜକୁ ମୁମ୍ବାଇ ଠାରୁ ପ୍ରାୟ…

Read More