Author: TRUPTIMAYEE SAHOO

ବାଂଲାଦେଶର ସାଧାରଣ ନିର୍ବାଚନରେ ତାରିକ ରହମାନଙ୍କ ବିଜୟ ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ତାଙ୍କୁ ଫୁଲ ଓ  ମିଠା ପଠାଇ ବିଜୟ ଅଭିନନ୍ଦନ କରିଛନ୍ତି । ତାରିକ ରହମାନ  ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ନେତା ଭାବେ ସମ୍ପ୍ରତିକ ନିର୍ବାଚନରେ ବହୁମତ ହାସଲ କରିଥିବାରେ ଏହି ଅଭିନନ୍ଦନ ପ୍ରକାଶ କରାଯାଇଛି । ଢାକାର ଗୁଲସନ ଅଞ୍ଚଳରେ ଥିବା ଦଳର ସଭାପତିଙ୍କ ରାଜନୈତିକ କାର୍ଯ୍ୟାଳୟରେ ବିଏନପି ମିଡିଆ ସେଲ୍ ସଦସ୍ୟ ଅତିକୁର ରହମାନ ରୁମାନ ଉପହାର ଗ୍ରହଣ କରିଛନ୍ତି। ଏହି ଘଟଣା ପୂର୍ବରୁ ମମତା ବାର୍ନାଜୀ ସୋସିଆଲ ମିଡିଆ ମାଧ୍ୟମରେ ବାଂଲାଦେଶର ଜନସାଧାରଣଙ୍କୁ ଏବଂ ‘ତାରିକ ’ଙ୍କୁ ଅଭିନନ୍ଦନ ଜଣାଇଥିଲେ। ମମତା ବାନାର୍ଜୀ ଏହି ଅଭିନନ୍ଦନ ସହିତ ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କ ଏବଂ ସୌହାର୍ଦ୍ୟ ବୃଦ୍ଧି ପାଇଁ ଆଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଦୁଇ ଦେଶ ମଧ୍ୟରେ ସମ୍ପର୍କ ସର୍ବଦା ଭଲ ଏବଂ ସୌହାର୍ଦ୍ଦପୂର୍ଣ୍ଣ ରହିବା ଉଚିତ। ଏହା…

Read More