Author: TRUPTIMAYEE SAHOO

ମାର୍ଚ୍ଚ ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାସ ଭାବେ ଦେଖାଯାଉଛି । ମାସର ଆରମ୍ଭରୁ ଗ୍ରହମାନଙ୍କ ଚଳନରେ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି । ୨ ମାର୍ଚ୍ଚ ୨୦୨୬ରେ ଶୁକ୍ର କୁମ୍ଭ ରାଶି ଛାଡ଼ି ତାଙ୍କର ଉଚ୍ଚ ରାଶି ମୀନ ରାଶିରେ ପ୍ରବେଶ କରିବେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ରଙ୍କ ଏହି ଗୋଚର ‘ମାଲବ୍ୟ ରାଜଯୋଗ’ ସୃଷ୍ଟି କରିବାରୁ ସୁଖ, ସମୃଦ୍ଧି ଏବଂ ଆର୍ଥିକ ଉନ୍ନତିର ଯୋଗ ଶକ୍ତିଶାଳୀ ହେବ । ଏହା ସହିତ କୁମ୍ଭରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ରାହୁଙ୍କ ଚାରି ଗ୍ରହ ସଂଯୋଗ ଘଟିବ । ଅନ୍ୟପଟେ ଶନି ମୀନ ରାଶିରେ ଶୁକ୍ରଙ୍କ ସହ ଯୁକ୍ତ ହେବେ । ୧୫ ମାର୍ଚ୍ଚରେ ସୂର୍ଯ୍ୟ ମଧ୍ୟ ମୀନ ରାଶିକୁ ପ୍ରବେଶ କରି ତ୍ରିଗ୍ରହୀ ଯୋଗ ସୃଷ୍ଟି କରିବେ । ହୋଲି ପୂର୍ବରୁ ଏହି ବିଶେଷ ଗ୍ରହ ସଂଯୋଗ ଚାରିଟି ରାଶି ପାଇଁ ଶୁଭ ସଂକେତ ଆଣିଛି ।…

Read More