Author: TRUPTIMAYEE SAHOO

ଓଡ଼ିଶାର ରାଜନୀତିରେ ଅନେକ ସମୟରେ ଏମିତି କିଛି ଘଟଣା ଘଟେ, ଯାହା ପ୍ରଥମେ ସାଧାରଣ ଲାଗେ, କିନ୍ତୁ ତାହାର ଭିତରେ ଲୁଚିଥାଏ ବଡ଼ ରାଜନୀତିକ ସନ୍ଦେଶ। ଚିଠି, ପ୍ରଶ୍ନ, କିମ୍ବା ବିଧାନସଭାରେ ଉଠିଥିବା ସାଧାରଣ ଦାବି—ଏହା ଦେଖିବାକୁ ଯେତେ ସରଳ, ତାହାର ପଛର ଅର୍ଥ ସେତେ ଗଭୀର ହୋଇପାରେ। ଏବେ ସେହିପରି ଏକ ଚିଠି ନମ୍ବର ୧୨୯୧ କୁ ନେଇ ରାଜନୀତିକ ମହଳରେ ଆରମ୍ଭ ହୋଇଛି ଚର୍ଚ୍ଚା। ଆଉ ଏହି ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ଅଛନ୍ତି ଖଣି ଅଞ୍ଚଳର ପ୍ରଭାବଶାଳୀ ନେତା ସନାତନ ମହାକୁଡ, ଯାହାଙ୍କୁ ରାଜନୀତିକ ମହଳରେ “ସନା” ଭାବେ ଡାକାଯାଏ। ଖଣି ଅଞ୍ଚଳର ରାଜନୀତି ଓ ଅର୍ଥନୀତି ଦୁହେଁ ଏକାଠି ଜଡିତ। ଯେଉଁଠାରେ ଖଣି ଅଛି, ସେଠାରେ ଟଙ୍କା ଅଛି, ପ୍ରଭାବ ଅଛି, ଆଉ ରାଜନୀତିର ଶକ୍ତି ମଧ୍ୟ ଅଛି। ସେହି ଅଞ୍ଚଳରୁ ଉଠିଆସିଥିବା ନେତାମାନେ ସାଧାରଣତଃ ଦୃଢ଼ ସଂଗଠନ ଓ ଅର୍ଥନୈତିକ ପ୍ରଭାବ ସହିତ ରାଜନୀତିରେ ନିଜ ସ୍ଥାନ…

Read More