Author: TRUPTIMAYEE SAHOO

ସନାତନ ଧର୍ମର ପବିତ୍ର ପର୍ବ ହୋଲିକା ଦହନ ଓ ହୋଲି ଏହି ବର୍ଷ ବିଶେଷ ଆଧ୍ୟାତ୍ମିକ ଓ ଜ୍ୟୋତିଷ ମହତ୍ତ୍ୱ ସହ ପାଳନ କରାଯିବ । ହିନ୍ଦୁ ପଞ୍ଜିକା ଅନୁସାରେ ହୋଲିକା ଦହନ ମାର୍ଚ୍ଚ ୨ ତାରିଖରେ ପାଳନ କରାଯିବାକୁ ଥିବାବେଳେ ହୋଲି ମାର୍ଚ୍ଚ ୪ ତାରିଖରେ ରଙ୍ଗର ଉତ୍ସବ ଭାବେ ଉଦ୍ୟାପିତ ହେବ । ଏହି ବର୍ଷ ଗ୍ରହମାନଙ୍କର ବିଶେଷ ସ୍ଥିତି ପରିବର୍ତ୍ତନ ଯୋଗୁଁ ଏହି ପର୍ବ ଅଧିକ ଗୁରୁତ୍ୱ ଅଧିଗ୍ରହଣ କରିଛି। ଜ୍ୟୋତିଷ ଗଣନା ଅନୁଯାୟୀ, ମାର୍ଚ୍ଚ ୩ ସକାଳେ ଚନ୍ଦ୍ର ସିଂହ ରାଶିର ପୂର୍ବ ଫାଲଗୁନି ନକ୍ଷେତ୍ରରେ ପ୍ରବେଶ କରିବେ ଏବଂ ସେହି ଦିନ ରାତିରେ ମଙ୍ଗଳ କୁମ୍ଭ ରାଶିର ଶତଭିଷା ନକ୍ଷେତ୍ରରେ ପ୍ରବେଶ କରିବେ। ଏହି ଦୁଇ ଗ୍ରହର ଗତି ପରିବର୍ତ୍ତନ କିଛି ରାଶିର ଲୋକଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇପାରେ । ବିଶେଷକରି ସିଂହ, ଧନୁ ଓ କୁମ୍ଭ ରାଶିରେ ଏହାର ଭଲ ପ୍ରଭାବ…

Read More