Author: TRUPTIMAYEE SAHOO

ବର୍ତ୍ତମାନ ସମୟରେ ଦୈନନ୍ଦିନ ଜୀବନରେ ଆମେ ଅନେକ ପରିବର୍ତ୍ତନ ଦେଖୁଛୁ। ଏହି ପରିବର୍ତ୍ତନ ଅନେକ ସମୟରେ ଆମର ଶରୀର ଉପରେ ପ୍ରଭାବ ପକାଇଥାଏ ଯାହାକି ଶକ୍ତି ହ୍ରାସ, ଥକାନି ଓ ରୋଗର ସମ୍ଭାବନା ବୃଦ୍ଧି କରିଥାଏ। ସ୍ୱାସ୍ଥ୍ୟକୁ ଏକ ମୂଲ୍ୟବାନ ସମ୍ପଦ ବୋଲି କୁହାଯାଏ ତେଣୁ ଦିନର ପ୍ରଥମ ଖାଦ୍ୟରେ ବିଶେଷ ଗୁରୁତ୍ୱ ଦେବା ଦରକାର। ପ୍ରତ୍ୟେକ ଖାଦ୍ୟର ଶରୀରରେ ଭିନ୍ନ ପ୍ରଭାବ ରହିଥାଏ। ଯଦି କୌଣସି ବ୍ୟକ୍ତି ଠିଆ ହେବା, ମୁଣ୍ଡ ବୁଲାଇବା ଓ ଦୁର୍ବଳ ଅନୁଭବ କରୁଛନ୍ତି, ତେବେ ସେମାନଙ୍କର ଶରୀରରେ କିଛି ପୋଷକତତ୍ୱର ଅଭାବ ଥିବାର ସମ୍ଭାବନା ରହିଥାଏ। ତେଣୁ ଦୈନିକ ଭୋଜନରେ ସେମାନଙ୍କୁ ଏମିତି ଖାଦ୍ୟ ମିଳିବା ଦରକାର ଯାହା ଶରୀରରେ ଶକ୍ତି ବଢ଼ାଇବ ଏବଂ ସ୍ୱାସ୍ଥ୍ୟକୁ ଶକ୍ତିଶାଳୀ କରିବ। ଓଟ୍ସ – ଓଟ୍ସ ଏକ ପ୍ରମୁଖ ଖାଦ୍ୟ ଯାହା ଶରୀରକୁ ଏନର୍ଜି ଦେଇଥାଏ। ପ୍ରତିଦିନ ସକାଳୁ କ୍ଷୀର ସହିତ ଓଟ୍ସ ଖାଇବା ଦ୍ୱାରା ଶରୀରରେ…

Read More