Author: TRUPTIMAYEE SAHOO

ଭାରତୀୟ ବଜାରରେ ସୁନାର ମୂଲ୍ୟ ଚର୍ଚ୍ଚିତ ବିଷୟ ହୋଇଥାଏ, ଯାହା ଗହଣା କିଣିବା ପୂର୍ବରୁ ସବୁଙ୍କୁ ଜାଣିବା ଆବଶ୍ୟକ। ଏହି ଦିନ ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୬୧,୫୭୦ ଟଙ୍କା ଓ ୨୨ କ୍ୟାରେଟ ସୁନା ୧,୪୮,୧୦୦ ଟଙ୍କାରେ ବ୍ୟାପାର ହେଉଛି । ଏହି ମୂଲ୍ୟ ଦେଶର ବିଭିନ୍ନ ସହରରେ ସାମାନ୍ୟ ଭିନ୍ନତା ସହିତ ଚାଲୁଛି। ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧,୬୧,୫୭୦ ଟଙ୍କା ଓ ୨୨ କ୍ୟାରେଟ ୧,୪୮,୧୦୦ ଟଙ୍କା ରହିଛି। ମୁମ୍ବାଇରେ ୨୪ କ୍ୟାରେଟ ସୁନା ୧,୬୧,୫୭୦ ଟଙ୍କା ଓ ୨୨ କ୍ୟାରେଟ ୧,୪୮,୧୦୦ ଟଙ୍କା, ନୂଆଦିଲ୍ଲୀରେ ୨୪ କ୍ୟାରେଟ ୧,୬୧,୭୨୦ ଟଙ୍କା ଓ ୨୨ କ୍ୟାରେଟ ୧,୪୮,୨୫୦ ଟଙ୍କା ରହିଛି। ଦକ୍ଷିଣର ଚେନ୍ନାଇରେ ୨୪ କ୍ୟାରେଟ ୧,୬୨,୫୫୦ ଟଙ୍କା ଓ ୨୨ କ୍ୟାରେଟ ୧,୪୯,୦୦୦ ଟଙ୍କା ଓ ପୂର୍ବର କୋଲକାତାରେ ଯଥାକ୍ରମେ ୧,୬୧,୫୭୦ ଓ ୧,୪୮,୧୦୦ ଟଙ୍କାରେ ବିକ୍ରୟ ହେଉଛି। ରୂପା ମୂଲ୍ୟ ପ୍ରତି…

Read More