Author: TRUPTIMAYEE SAHOO

ପଞ୍ଚାଙ୍ଗ ଅନୁସାରେ ୨୦୨୬ ମସିହାରେ ହୋଲି ପର୍ବ ୪ ମାର୍ଚ୍ଚ ବୁଧବାର ଦିନ ପାଳନ କରାଯିବ। ରଙ୍ଗର ଏହି ପବିତ୍ର ପର୍ବକୁ ଜ୍ୟୋତିଷ ଦୃଷ୍ଟିକୋଣରୁ ଏବେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ବର୍ଷ ହୋଲି ସମୟରେ ଗ୍ରହମାନଙ୍କର ଅବସ୍ଥାନ କିଛି ଦୁର୍ଲଭ ରାଜଯୋଗ ସୃଷ୍ଟି କରୁଛି, ଯାହା କିଛି ରାଶି ପାଇଁ ଶୁଭ ସଙ୍କେତ ଆଣିପାରେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ବୁଧ ବର୍ତ୍ତମାନ କୁମ୍ଭ ରାଶିରେ ଏକାତ୍ମ ଅବସ୍ଥାନ କରି ବୁଧାଦିତ୍ୟ ରାଜଯୋଗ ସୃଷ୍ଟି କରୁଛନ୍ତି। ଏହି ଯୋଗ ବୁଦ୍ଧିମତା, ପ୍ରଶାସନିକ କ୍ଷମତା ଓ ଆର୍ଥିକ ସୁଯୋଗ ସହ ଜଡିତ। ସେହିପରି ଶୁକ୍ର ଓ ସୂର୍ଯ୍ୟଙ୍କ ସଂଯୋଗ ଫଳରେ ଶୁକ୍ରାଦିତ୍ୟ ରାଜଯୋଗ ମଧ୍ୟ ଗଠିତ ହେଉଛି। ଏହା ସମ୍ମାନ, ଆର୍ଥିକ ସଫଳତା ଓ ସମ୍ପର୍କରେ ସୁମଧୁରତା ଆଣିଥାଏ। ଏହି ଦୁଇଟି ରାଜଯୋଗର ପ୍ରଭାବରେ କିଛି ରାଶି ଜୀବନର ବିଭିନ୍ନ କ୍ଷେତ୍ରରେ ଲାଭ ପାଇପାରନ୍ତି। ମେଷ ରାଶି:ମେଷ ରାଶି ପାଇଁ…

Read More