Author: TRUPTIMAYEE SAHOO

ପ୍ରଧାନ ଜାତିର ପୁରୁଷମାନେ ନିଜର ପ୍ରାଧାନ୍ୟ ଜାହିର କରିବାକୁ ଯୌନ ହିଂସାକୁ ମୁଖ୍ୟ ଅସ୍ତ୍ର ଭାବରେ ବ୍ୟବହାର କରିଥିଲେ | ଯାହାକୁ ନେଇ ଅଶାନ୍ତି ପରେ ଏହା ସହ ଜଡିତ ଥିବା ଏକ ହ୍ୟାଣ୍ଡବୁକ୍ କୁ ସମୀକ୍ଷା କଲେ ସୁପ୍ରିମକୋର୍ଟ | ତେବେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏହି ସମ୍ପର୍କରେ ହୋଇଥିବା ପୂର୍ବ ପ୍ରୟାସକୁ ନେଇ କୋର୍ଟ ମଧ୍ୟରେ ଅଶାନ୍ତି ପରେ, ସୁପ୍ରିମକୋର୍ଟ ଗତ ମାସରେ ବିଚାରପତିମାନଙ୍କ ମଧ୍ୟରେ ବସିଛି ବୈଠକ | ଏଭଳି ସମ୍ବେଦନଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ନିଆଯାଇଛି ପଦକ୍ଷେପ | ବିଶେଷକରି ଯୌନ ଅପରାଧ ଏବଂ ଅନ୍ୟାନ୍ୟ ଦୁର୍ବଳ ପୀଡିତଙ୍କ ମାମଲା ଉପରେ ଏହା ଅଧିକ ଧ୍ୟାନ କେନ୍ଦ୍ରିତ କରିଥିବା ଦେଖାଦେଇଛି । ଫେବୃଆରୀ 10 ତାରିଖରେ ଏକ ଆଦେଶରେ, ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ଏନ୍.ଭି.ଅଞ୍ଜାରିଆଙ୍କ ଭିତରେ ବସିଥିଲା ଏକ ତିନି ଜଣିଆ…

Read More