Author: Ayesha Debnath

Alcohol: ସମଗ୍ର ବିଶ୍ୱରେ ମଦ୍ୟପଙ୍କ ଅଭାବ ନାହିଁ                 ଷ୍ଟାଟିଷ୍ଟା ଡଟ୍ କମ୍ କରିଛି ସର୍ଭେ                 ଜର୍ଜିଆରେ ମଦ୍ୟପଙ୍କ ସଂଖ୍ୟା ସବୁଠାରୁ ଅଧିକ ଉତ୍ସବ ଯାହା ହେଉନା କାହିଁକି ମଦ୍ୟପାନ କରିବା ସବୁବେଳେ ମୁଖ୍ୟ ଆକର୍ଷଣ ସାଜିଥାଏ । ଏହାକୁ ପିଇବା ଦ୍ୱାରା ସମସ୍ତଙ୍କ ଖୁସି ଆହୁରି ବଢ଼ିଯାଇଥାଏ । କିନ୍ତୁ ଯେତେବେଳେ ଏହା ନୂଆ ବର୍ଷର ଉତ୍ସବର କଥା ଆସେ ସେତେବେଳେ ହଠାତ୍ ଏହାର ସଂଖ୍ୟା ବଢ଼ିଯାଏ । ତେବେ ଚାଲନ୍ତୁ ଜାଣିବା ନୂଆ ବର୍ଷ ଅବସରରେ ସମଗ୍ର ବିଶ୍ୱ କେତେ ମଦ୍ୟପାନ କରିଛି । ଆଜି ବର୍ଷର ଦ୍ୱିତୀୟ ଦିନ ଅର୍ଥାତ୍ ୨ଜାନୁଆରୀ । କିନ୍ତୁ ୩୧ ଡିସେମ୍ବର ଏବଂ ୧ଜାନୁଆରୀରେ ଲୋକମାନେ ନୂତନ ବର୍ଷ ପାଳନ କରିଥିଲେ । ଏହି ଦୁଇ ଦିନରେ ସାରା ବିଶ୍ୱରେ ମଦପ୍ରେମୀମାନେ ହଜାରେ…

Read More