Author: Ayesha Debnath

Alum and Lime Benefits: ସୂର୍ଯ୍ୟକିରଣ, ଧୂଳି ଓ ପ୍ରଦୂଷଣ ଆମ ତ୍ୱଚାକୁ ଭିତରୁ ଖରାପ କରୁଛି। ଖରାପ ଜୀବନଶୈଳୀ ମଧ୍ୟ ତ୍ୱଚାକୁ ଖରାପ କରିଥାଏ । ଖାଲି ସେତିକି ନୁହେଁ ଆମ ଶରୀରରେ ଏମିତି କିଛି ବିଷାକ୍ତ ପଦାର୍ଥ ମଧ୍ୟ ଥାଏ, ଯାହା ତ୍ୱଚାକୁ ପ୍ରଭାବିତ କରିଥାଏ । ଦାଗ, ବ୍ରଣ କିମ୍ବା କୁଞ୍ଚନ ଥିବା ତ୍ୱଚାକୁ କିଏ ପସନ୍ଦ କରେ? ଏହି ଦାଗରୁ ମୁକ୍ତି ପାଇବା ପାଇଁ ଲୋକମାନେ ଅନେକ ସମୟରେ ଅନେକ ଘରୋଇ ଉପଚାର କରିଥାନ୍ତି, କିନ୍ତୁ ଏଥିରୁ କୌଣସି ବିଶେଷ ଫାଇଦା ଦେଖିବାକୁ ମିଳିନଥାଏ । ଆପଣ ଜାଣନ୍ତି କି ଆପଣଙ୍କ ଘରେ ଏମିତି କିଛି ଅଛି ଯାହା ଆପଣଙ୍କୁ ରାତାରାତି ସୁନ୍ଦର ତ୍ୱଚା ଦେଇପାରେ । ମୁହଁର କ୍ଷତ ଭଲ କରିବା, ବ୍ରଣ କୁ ଠିକ୍ କରିବା, ଆଲର୍ଜିରୁ ମୁକ୍ତି ପାଇବା, କୁଞ୍ଚନ କମାଇବା ସହ ମୁହଁରେ ଅନେକ ଫାଇଦା ଦେଇଥାଏ ଫିଟିକିରି। ଏହାର…

Read More