Author: Ayesha Debnath

 Surya dev: ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନକୁ ଶାସ୍ତ୍ରରେ ଏକ ବିଶେଷ ସ୍ଥାନ ଦିଆଯାଇଛି। ଶାସ୍ତ୍ର ଅନୁସାରେ, ତାରା ଲୁଚି ନଥିବାବେଳେ ଯେଉଁ ସ୍ନାନ କରାଯାଏ ତାହା ଶରୀର ଓ ମନ ପାଇଁ ବହୁତ ଭଲ ଫଳପ୍ରଦ ହୋଇଥାଏ । ତାରା ବୁଡ଼ିଯିବା ପରେ ଏବଂ ସୂର୍ଯ୍ୟୋଦୟ ପୂର୍ବରୁ ଯେଉଁ ସ୍ନାନ କରାଯାଏ ତାହା ହେଉଛି ମଧ୍ୟମ ସ୍ନାନ ।ସୂର୍ଯ୍ୟୋଦୟ ହେବା ପରେ ଦିନରେ ଯେଉଁ ସ୍ନାନ କରାଯାଏ ତାହାକୁ ଅଧମ ସ୍ନାନ କୁହାଯାଏ । ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନକୁ କ୍ଷୀର ସ୍ନାନ, ସୂର୍ଯ୍ୟୋଦୟ ସମୟରେ ସ୍ନାନକୁ ଜଳ ସ୍ନାନ କହିଥାନ୍ତି । ସୂର୍ଯ୍ୟୋଦୟ ପରେ ଦିବା ୯ ଘଟିକା ଭିତରେ ହେଉଥିବା ସ୍ନାନକୁ ରକ୍ତସ୍ନାନ କହିଥାନ୍ତି । ଦିବା ୯ଘଟିକା ଭିତରେ ଯେଉଁମାନେ ସ୍ନାନ କରନ୍ତି ସେମାନେ ଅଧିକରୁ ଅଧିକ ଥଣ୍ଡା, ସର୍ଦ୍ଦି, ଏସୋନୋଫିଲିଆ ଆଦିରୋଗରେ ପୀଡ଼ିତ ହୁଅନ୍ତି । କାରଣ ଏ ସମୟରେ ବାତ, ପିତ୍ତ ଏବଂ କଫର ସମତା…

Read More