Author: Ayesha Debnath

Coconut Oil: ଆମ ଦେଶରେ ନଡ଼ିଆ ତେଲକୁ ବହୁ କାର୍ଯ୍ୟପାଇଁ ବ୍ୟବହାର କରାଯାଏ । ସାଧାରଣତଃ ଦକ୍ଷିଣ ଭାରତରେ ନଡ଼ିଆ ତେଲ ଖାଦ୍ୟରେ ମଧ୍ୟ ବ୍ୟବହୃତ ହୋଇଥାଏ । ଆୟୁର୍ବେଦରେ ନଡ଼ିଆ ତେଲ ଏକ ଔଷଧୀୟ ତେଲ ଭାବେ ପରିଗଣିତ ହୋଇଥାଏ । ସମସ୍ତେ ଜାଣିଥାନ୍ତି ଯେ ନଡ଼ିଆ ତେଲ ଚୁଟି ପାଇଁ ବହୁତ ଲାଭ ଦାୟକ। କିନ୍ତୁ ଆପଣ ଜାଣିଛନ୍ତି କି ନଡ଼ିଆ ତେଲ ହାର୍ଟ ଓ ମସ୍ତିଷ୍କ ପାଇଁ ବହୁତ ଲାଭଦାୟକ ଅଟେ । ତେବେ ଚାଲନ୍ତୁ ଜାଣିବା ନଡ଼ିଆ ତେଲର ବିଭିନ୍ନ ଲାଭଦାୟକ ଗୁଣର କିଛି ଜଣା ଅଜଣା କଥା। ନଡ଼ିଆ ତେଲର ଉପକାରିତା ଏକ ରିସର୍ଚ୍ଚ ଅନୁଯାୟୀ ନଡ଼ିଆ ତେଲରେ ଫ୍ୟାଟି ଏସିଡର ୟୁନିକ୍ କମ୍ବିନେସନ ମିଳିଥାଏ । ଯାହା ଆମ ମସ୍ତିଷ୍କ ଏବଂ ହାର୍ଟର ଫଙ୍କସନ୍‌ ପାଇଁ ବହୁତ ଭଲ କାମ କରିଥାଏ । ହାର୍ଟ ଫଙ୍କସନକୁ ଠିକ୍ ରଖିଥାଏ ନଡିଆ ତେଲ ।…

Read More