Author: Ayesha Debnath

Room Heater for Baby Health: ପ୍ରବଳ ଥଣ୍ଡାରେ ରୁମ କୁ ଗରମ ରଖିବା ପାଇଁ ଅନେକ ଲୋକ ରୁମ୍ ହିଟର ବ୍ୟବହାର କରିଥାନ୍ତି। କିଛି ଲୋକଙ୍କର ଥଣ୍ଡା ଦିନରେ ସାରା ଦିନ ରୁମ୍ ହିଟର ସାମ୍ନାରେ ବସିବାର ଅଭ୍ୟାସ ଥାଏ । ଅନେକ ଲୋକ ରାତି ସାରା ରୁମ୍ ହିଟର ଧରି ଶୋଇଥାଆନ୍ତି। ଏହା ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଏପରି କରିବା ଦ୍ୱାରା ଶ୍ୱାସରୁଦ୍ଧ ମଧ୍ୟ ହୋଇପାରେ । ରୁମ୍ ହିଟର ପିଲା ଓ ବୟସ୍କଙ୍କ ପାଇଁ ଅଧିକ କ୍ଷତିକାରକ ହୋଇପାରେ। ଏହା ନବଜାତ ଶିଶୁଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ତେଣୁ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ଯେ ଯଦି ଆପଣ କୋଠରୀରେ ହିଟର ବ୍ୟବହାର କରୁଛନ୍ତି ତେବେ ଶିଶୁକୁ ଏଥିରୁ ଯଥାସମ୍ଭବ ଦୂରରେ ରଖନ୍ତୁ । ଆସନ୍ତୁ ଜାଣିବା ନବଜାତ ଶିଶୁଙ୍କ ପାଇଁ ରୁମ ହିଟରର ବିପଦ… ନବଜାତ ଶିଶୁର କୋଠରୀରେ ଆଦୌ…

Read More