Author: Ayesha Debnath

Fennel Seed: ସବୁଜ ଏବଂ କଞ୍ଚା ପାନମଧୁରୀକୁ ଆମେ ସମସ୍ତେ ପାଟି ଫ୍ରେସନର ଭାବରେ ବ୍ୟବହାର କରିଥାଉ । ପାନମଧୁରୀ ମଞ୍ଜିରେ ଥଣ୍ଡା ପ୍ରଭାବ ରହିଥାଏ, ତେଣୁ ଖରାଦିନେ ଏହାର ବ୍ୟବହାର ବଢିଯାଏ। ପାନମଧୁରୀରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ସୁସ୍ଥ ରହିବା ପାଇଁ ଜରୁରୀ ଅଟେ । ପାନମଧୁରୀର ସବୁଠାରୁ ବଡ଼ ଫାଇଦା ହେଉଛି ଏହା ସ୍ମରଣଶକ୍ତି ବଢ଼ାଇବା ସହ ଶରୀରକୁ ଥଣ୍ଡା ରଖିଥାଏ। ପାନମଧୁରୀରେ କ୍ୟାଲସିୟମ, ସୋଡିୟମ, ଆଇରନ ଓ ପୋଟାସିୟମ ଭଳି ଅନେକ ଖଣିଜ ପଦାର୍ଥ ରହିଥାଏ । ଏହାବ୍ୟତୀତ ନିୟମିତ ପାନମଧୁରୀ ଖାଇବା ଦ୍ୱାରା ଅଧିକ ଫାଇଦା ମିଳିଥାଏ। ତେବେ ଆସନ୍ତୁ ଆପଣଙ୍କୁ ପାନମଧୁରୀ ଖାଇବାର କିଛି ଅତୁଳନୀୟ ଫାଇଦା ବିଷୟରେ କହିବୁ । ରକ୍ତକୁ ସଫା କରେ ଖରାଦିନେ ଏହାକୁ ସେବନ କଲେ ପେଟ ଜନିତ ରୋଗରୁ ମୁକ୍ତି ଦେଇଥାଏ । ଏଥିସହିତ ରକ୍ତ ସଫା କରିବାରେ ମଧ୍ୟ ପାନମଧୁରୀ ସହାୟକ ହୋଇଥାଏ।…

Read More