Author: Ayesha Debnath

Hair Loss: କେଶ ଝଡ଼ିବା ସମସ୍ୟାରେ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହୁଅନ୍ତି। କ୍ରମାଗତ କେଶ ଝଡ଼ିବା ବାସ୍ତବରେ ଆମ ପାଇଁ ବହୁତ ଦୁଃଖଦାୟକ ହୋଇପାରେ । ଆମର ବ୍ୟସ୍ତବହୁଳ ରୁଟିନ୍, ପ୍ରଦୂଷଣ ଏବଂ ଅପମିଶ୍ରିତ ଦ୍ରବ୍ୟର ବ୍ୟବହାର କେଶ ଝଡ଼ିବା ପାଇଁ ଦାୟୀ। ଏଥିରୁ ବର୍ତ୍ତିବା ପାଇଁ ହାନିକାରକ ରାସାୟନିକ ପଦାର୍ଥ ଥିବା ପ୍ରଡକ୍ଟ ପ୍ରତି ସତର୍କ ରହିବା ଉଚିତ, ଯାହା ଆମ କେଶକୁ ଅଧିକ କ୍ଷତି ପହଞ୍ଚାଇଥାଏ । କିଛି ଉପଚାର ଅଛି ଯାହା କେଶ ଝଡ଼ିବା ରୋକିବା ରେ ସହାୟକ ହୋଇଥାଏ ଏବଂ କେଶର ପୁନଃବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ । ବୟସ ବଢିବା ସଙ୍ଗେ ସଙ୍ଗେ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖାଯାଏ । ଶରୀରରେ ମେଟାବଲିଜମର ମାତ୍ରା ବଢିଥାଏ । ଭାରତରେ ପ୍ରତି ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ମଧ୍ୟରେ ଚନ୍ଦାପଣର ସମସ୍ୟା ଦେଖାଯାଏ । ଅକାଳରେ ଚୁଟି ଝଡିପଡ଼େ ଏବଂ ଚନ୍ଦାପଣର ଶିକାର…

Read More