Author: Ayesha Debnath

Cooking Oil: ରୋଷେଇରେ ତେଲର ବହୁଳ ବ୍ୟବହାର କରାଯାଏ । ତେଲ ବିନା ଆପଣ ଖାଦ୍ୟରେ ସ୍ୱାଦ ଆଣିପାରିବେ ନାହିଁ । ଆପଣ ଅନେକ ସମୟରେ ଶୁଣିଥିବେ ‘ତେଲକୁ ଅଳ୍ପ ମାତ୍ରାରେ ବ୍ୟବହାର କରିବା ଉଚିତ’, ‘ଅଧିକ ତେଲ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ’। ତେଣୁ ରୋଷେଇରେ ତେଲ କମ୍ କରିବା ପାଇଁ ଆପଣ ନନ୍ ଷ୍ଟିକ୍ ବାସନ ବ୍ୟବହାର କରନ୍ତି। କିନ୍ତୁ ବୋଧହୁଏ ଆପଣ ଜାଣିନଥିବେ ଯେ ସଠିକ ମାତ୍ରାରେ ତେଲର ବ୍ୟବହାର ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ଅଟେ । ଆବଶ୍ୟକ ପରିମାଣର ତେଲ ବ୍ୟବହାର କରିବା ହୃଦୟ ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ କେଉଁ ତେଲ କୁ ବ୍ୟବହାର କରିବା ଆପଣଙ୍କ ପାଇଁ ଲାଭଦାୟକ ତାହା ମଧ୍ୟ ଆପଣଙ୍କୁ ଧ୍ୟାନରେ ରଖିବାକୁ ପଡିବ । ବଜାରରେ ଅନେକ ପ୍ରକାରର ଖାଇବା ତେଲ ଉପଲବ୍ଧ। ତେବେ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଏମିତି କିଛି ପ୍ରକାରର ତେଲ ଅଛି, ଯାହାର…

Read More