Author: Ayesha Debnath

Dhanashree-Chahal: ଟିମ୍ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି । ଉଭୟଙ୍କ ଛାଡ଼ପତ୍ରକୁ ନେଇ କଳ୍ପନାଜଳ୍ପନା ଚାଲିଛି। ଧନଶ୍ରୀ ଓ ଚହଲଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ସମ୍ପର୍କ ଭଲ ନଥିଲା ବୋଲି କୁହାଯାଉଛି। ଚହଲ ଧନଶ୍ରୀଙ୍କ ସହ ସମସ୍ତ ଫଟୋ ଇନଷ୍ଟାଗ୍ରାମରୁ ହଟାଇ ଦେଇଛନ୍ତି । ନିକଟରେ ଧନଶ୍ରୀ ଓ ଚହଲଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଦେଖିବାକୁ ମିଳିଥିଲା । ଉଭୟଙ୍କ ଛାଡ଼ପତ୍ର ହେଉଛି ବୋଲି କୁହାଯାଉଛି। ଚହଲ କ୍ରିକେଟରୁ ବହୁତ ଟଙ୍କା ରୋଜଗାର କରନ୍ତି । ଏହା ସହିତ ବିଜ୍ଞାପନରୁ ମଧ୍ୟ ସେମାନେ ଟଙ୍କା ରୋଜଗାର କରିଥାନ୍ତି । ଧନଶ୍ରୀ ଜଣେ ପେସାଦାର ନୃତ୍ୟଶିଳ୍ପୀ । ସେ ଅନେକ ଟିଭି ସୋ’ରେ ନଜର ଆସିଛନ୍ତି । ଧନଶ୍ରୀ ମଧ୍ୟ ଭଲ ରୋଜଗାର କରନ୍ତି। ଏବେ ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ଧନଶ୍ରୀ ୟୁଜଭେନ୍ଦ୍ର ଚହଲଙ୍କଠାରୁ…

Read More