Author: Ayesha Debnath

Earthquake: ଭୂମିକମ୍ପ ପ୍ରାକୃତିକ କାରଣରୁ ଆସିଥାଏ । କିନ୍ତୁ ବେଳେବେଳେ ପ୍ରବଳ ଭୂମିକମ୍ପ ଯୋଗୁଁ ଧନଜୀବନ ହାନି ହୋଇଥାଏ। ଆପଣ ଜାଣନ୍ତି କି କେତେ ତୀବ୍ରତାରେ ଭୂମିକମ୍ପ ହେଲେ କୋଠା ଭୁଶୁଡ଼ି ପଡ଼େ? ବିଶ୍ୱର ବିଭିନ୍ନ ଦେଶରେ ପ୍ରାୟ ପ୍ରତିବର୍ଷ ଭୂମିକମ୍ପ ହୁଏ । ଭୂମିକମ୍ପର ତୀବ୍ର ଝଟକା ଯୋଗୁଁ ବଡ଼ ବଡ଼ କୋଠା ମଧ୍ୟ ଭୁଶୁଡ଼ି ପଡ଼ିଛି। ଜାପାନ ସବୁଠାରୁ ଅଧିକ ଭୂମିକମ୍ପ ହୋଇଥିବା ଦେଶ ମାନଙ୍କ ମଧ୍ୟରୁ ଅନ୍ୟତମ । ଜାପାନରେ ଭୂମିକମ୍ପ ପଛରେ ଅନେକ କାରଣ ରହିଛି । ନିକଟରେ ଜାପାନର କ୍ୟୁସୁରେ ୬.୯ ତୀବ୍ରତାର ଭୂମିକମ୍ପ ହୋଇଥିଲା। ପୃଥିବୀ ୧୨ଟି ଟେକ୍ଟୋନିକ୍ ପ୍ଲେଟରେ ଅବସ୍ଥିତ । ଏହି ପ୍ଲେଟ୍ ଗୁଡ଼ିକ ଧକ୍କା ହେବା ପରେ ନିର୍ଗତ ଶକ୍ତିକୁ ଭୂମିକମ୍ପ କୁହାଯାଏ। ଭୂକମ୍ପର ତୀବ୍ରତା ଏକ ବେସ୍ ରେ ୧ରୁ ୯ ପର୍ଯ୍ୟନ୍ତ ମାପ କରାଯାଏ । ଏବେ ପ୍ରଶ୍ନ ଉଠୁଛି, ଭୂମିକମ୍ପ ହେଲେ କେତେ କୋଠା…

Read More