Author: Ayesha Debnath

Benefits Of Guava: ଶୀତ ଋତୁରେ ସ୍ୱାସ୍ଥ୍ୟକର ଫଳ ଏବଂ ପନିପରିବା ପ୍ରଚୁର ପରିମାଣରେ ମିଳିଥାଏ । ଲୋକମାନେ ଏହାକୁ ନିଜ ଖାଦ୍ୟରେ ସାମିଲ କରିଥାନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଫାଇଦା ଆଣିଥାଏ । ଏହି ଫଳକୁ ଅନେକ ଉପାୟରେ ବ୍ୟବହାର କରାଯାଏ । କେହି କେହି ସାଲାଡ୍ ଆକାରରେ ଫଳକୁ ଖାଦ୍ୟରେ ସାମିଲ କରିଥାନ୍ତି ତ ଆଉ କିଏ ସ୍ମୁଦି କିମ୍ବା ଜୁସ୍ ପିଇବାକୁ ପସନ୍ଦ କରନ୍ତି। ଆଜି ଆମେ ଆପଣଙ୍କୁ ପିଜୁଳି ରସ ବିଷୟରେ କହିବାକୁ ଯାଉଛୁ । ଯଦି ଆପଣ ଶୀତଦିନେ ପ୍ରତିଦିନ ପିଜୁଳି ରସ ପିଅନ୍ତି ତେବେ ଆପଣଙ୍କୁ ଅନେକ ଫାଇଦା ମିଳିଥାଏ । ଶୀତଦିନେ ବଜାରରେ ଭଲ ପିଜୁଳି ଦେଖିବାକୁ ମିଳେ। ଆସନ୍ତୁ ଜାଣିବା ପିଜୁଳିର ଉପକାରିତା ବିଷୟରେ… ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଶୀତ ଦିନେ ଋତୁକାଳୀନ ରୋଗ ହେବାର ଆଶଙ୍କା ବଢିଯାଏ । ଏଭଳି ପରିସ୍ଥିତିରେ ପିଜୁଳି…

Read More