Author: Ayesha Debnath

Cricketers Divorce: ଭାରତୀୟ କ୍ରିକେଟ ଦଳର ତାରକା ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ଡିଭୋର୍ସ ଖବର ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। ଉଭୟଙ୍କ ନିକଟତର ବ୍ୟକ୍ତିଙ୍କ ଅନୁଯାୟୀ ଉଭୟ ଅଲଗା ହେବାକୁ ଯାଉଥିବା ବେଳେ କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି। ଉଭୟଙ୍କ ଡିଭୋର୍ସର କାରଣ ଜଣା ପଡି ନଥିଲେ ମଧ୍ୟ ସେମାନେ ଅଲଗା ହେଉଥିବା ସ୍ପଷ୍ଟ ହୋଇଛି। ଡିଭୋର୍ସ ନେଇଥିବା ଖେଳାଳିଙ୍କ ମଧ୍ୟରେ ଚହଲ ସାମିଲ ହେବାକୁ ଯାଉଥିବା ବେଳେ ଡିଭୋର୍ସ ନେଇ ସାରିଥିବା ଅନ୍ୟ ଖେଳାଳିଙ୍କ ଉପରେ ଏକ ନଜର। ଶିଖର ଧାୱନ-ଆୟେଶା ମୁଖାର୍ଜୀ: ଶିଖର ଧାୱନ ତାଙ୍କ ପୂର୍ବତନ ପତ୍ନୀ ଆୟେଶା ମୁଖାର୍ଜୀଙ୍କୁ ଫେସବୁକରେ ଭେଟିଥିଲେ। ଦୁହେଁ ୨୦୧୨ରେ ବିବାହ କରିଥିଲେ। ଆୟେଶା ଏବଂ ଶିଖରଙ୍କର ୧୦ ବର୍ଷର ଏକ ପୁଅ ଜୋରାବର ଧାୱନ ଅଛନ୍ତି। ଆୟେଶା ବର୍ଷ ବର୍ଷ ଧରି ନିଜ ପୁଅ ସହ ଅଷ୍ଟ୍ରେଲିଆରେ ରହୁଥିଲେ, ଭାରତ…

Read More