Author: Ayesha Debnath

Mehendi: ଅଧିକାଂଶ ମହିଳା ମେହେନ୍ଦୀ ଲଗାଇବାକୁ ପସନ୍ଦ କରନ୍ତି । ହିନ୍ଦୁ ଧର୍ମରେ ମେହେନ୍ଦିକୁ ଷୋହଳ ଶିଙ୍ଗାରର ଏକ ଅଂଶ ବୋଲି ବିବେଚନା କରାଯାଏ । ବିବାହରେ ମେହେନ୍ଦି ଲଗାଇବା, ଶୁଭ କାର୍ଯ୍ୟ, ବ୍ରତ ଓ ଖୁସି ପାଳନ ଇତ୍ୟାଦିର ମହତ୍ତ୍ୱ ରହିଛି। ମେହେନ୍ଦି ବିନା ସୁହାଗ ସହ ଜଡିତ ଉପବାସ ପର୍ବ ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ । ବିବାହିତ ମହିଳାଙ୍କ ପାଇଁ ମେହେନ୍ଦୀ ଲଗାଇବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । କିନ୍ତୁ ଗର୍ଭାବସ୍ଥାରେ ମହିଳାଙ୍କୁ ମେହେନ୍ଦୀ ଲଗାଇବାକୁ ବାରଣ କରନ୍ତି ଘରର ବୟସ୍କ ବ୍ୟକ୍ତି କିମ୍ବା ଜେଜେମା। ଗର୍ଭାବସ୍ଥାରେ ଅନେକ ପ୍ରକାର କାର୍ଯ୍ୟକୁ ନିଷିଦ୍ଧ ବୋଲି ବିବେଚନା କରାଯାଏ । କାରଣ ଗର୍ଭାବସ୍ଥାରେ ଏହି ସବୁ କାମ କରିବା ଦ୍ୱାରା ଗର୍ଭସ୍ଥ ଶିଶୁର କ୍ଷତି ହୋଇପାରେ । ସେଥିମଧ୍ୟରୁ ଗୋଟିଏ ହେଉଛି ମେହେନ୍ଦୀ ଲଗାଇବା। ସେଥିପାଇଁ ଜେଜେମା’ ଗର୍ଭବତୀ ମହିଳାଙ୍କୁ ମେହେନ୍ଦୀ ଲଗାଇବାକୁ ବାରଣ କରନ୍ତି।…

Read More