Author: Ayesha Debnath

Roasted Chana Benefits: ଚଣା ଏକ ସୁପରଫୁଡ୍ ଯାହା ପ୍ରୋଟିନ୍ ଏବଂ ଫାଇବରରେ ଭରପୂର । ଚଣାରେ ଥିବା ଏହି ଦୁଇଟି ପୋଷକ ତତ୍ତ୍ୱ ଆମ ଶରୀରପାଇଁ ସବୁଠାରୁ ଅଧିକ ଆବଶ୍ୟକ । ପ୍ରୋଟିନ୍ କୋଷଗୁଡ଼ିକୁ ମରାମତି କରିବା ସହିତ ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ ଫାଇବର ଆବଶ୍ୟକ । ଏହା ବ୍ୟତୀତ ଚଣା ଆମ ଶରୀରକୁ ଗରମ କରିଥାଏ । ବିଶେଷ କରି ଶୀତଦିନେ ଏଭଳି ଖାଦ୍ୟ ଖାଇବା ଉଚିତ।ଚଣା ଶକ୍ତିର ଏକ ବଡ଼ ଉତ୍ସ, ଯାହା ଶରୀରରେ ବିପୁଳ ପରିମାଣର ଶକ୍ତି ଯୋଗାଇଥାଏ । ଯାହାଦ୍ୱାରା ଆପଣ ଦିନସାରା ସକ୍ରିୟ ଏବଂ ସୁସ୍ଥ ଅନୁଭବ କରିପାରିବେ । ଚଣାକୁ ପ୍ରୋଟିନର ଏକ ଭଲ ଉତ୍ସ ବୋଲି ବିବେଚନା କରାଯାଏ । ଏଥିରେ କାର୍ବୋହାଇଡ୍ରେଟ୍, କ୍ୟାଲସିୟମ୍, ପ୍ରୋଟିନ୍, ଫାଇବର, ଫ୍ୟାଟ୍ ଭଳି ପୋଷକ ତତ୍ତ୍ୱ ପ୍ରଚୁର ମାତ୍ରାରେ ମିଳିଥାଏ। ଚଣା କେବଳ ଆମ ସ୍ୱାସ୍ଥ୍ୟ ପାଇଁ କାମ କରେ…

Read More