Author: Ayesha Debnath

Mahakumbh: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହୋଇଛି ଆସ୍ଥାର ମହାକୁମ୍ଭ । ଜାନୁଆରୀ ୧୩ତାରିଖରୁ ଆରମ୍ଭ ହୋଇଥିବା ଏହି ମହାକୁମ୍ଭ ଫେବ୍ରୁଆରି ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। କୋଟି କୋଟି ଶ୍ରଦ୍ଧାଳୁ ପବିତ୍ର ସ୍ନାନ କରିବାକୁ ଆସିସାରିଥିବା ବେଳେ ଆହୁରି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିବେ ବୋଲି ଆଶା କରାଯାଉଛି। ସାଧାରଣ ଶ୍ରଦ୍ଧାଳୁଙ୍କ ବ୍ୟତୀତ ଆଖାଡ଼ା ମଧ୍ୟ ଉପସ୍ଥିତ ଥାଆନ୍ତି, ଯେଉଁଥିରେ ସାଧୁ ସନ୍ଥ ମାନେ ରହୁଛନ୍ତି । ମହାକୁମ୍ଭରେ ସମୁଦାୟ ୧୩ଟି ଆଖାଡ଼ା ରହିଛି। ଏହି ସବୁ ଆଖଡ଼ା ମଧ୍ୟରେ ଅନେକ ମହାମଣ୍ଡଳେଶ୍ୱର ମଧ୍ୟ ଅଛନ୍ତି । ନିକଟରେ ବଲିଉଡ଼ର ପୂର୍ବତନ ଅଭିନେତ୍ରୀ ମମତା କୁଲକର୍ଣ୍ଣିଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର କରାଯାଇଥିଲା। ତେବେ ଏହାକୁ ନେଇ ବିବାଦ ଉପୁଜିବା ପରେ ତାଙ୍କୁ ମଧ୍ୟ ଏହି ପଦରୁ ହଟାଇ ଦିଆଯାଇଥିଲା। ତାଙ୍କ ବ୍ୟତୀତ ଅନ୍ୟ କେତେଜଣଙ୍କୁ ଏହି ମହାକୁମ୍ଭରେ ମହାମଣ୍ଡଳେଶ୍ୱର ଉପାଧି ଦିଆଯାଇଛି। ଆସନ୍ତୁ ଜାଣିବା ଚଳିତ ବର୍ଷ କେତେ ଲୋକ ମହାମଣ୍ଡଳେଶ୍ୱର…

Read More