Author: Ayesha Debnath

Vitamin- D: ଭିଟାମିନ ଡି ଶରୀର ପାଇଁ ଅତ୍ୟନ୍ତ ଜରୁରୀ । ସାମଗ୍ରିକ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ । ଶରୀରରେ ଭିଟାମିନ୍ ଡିର ଅଭାବ ହେଲେ ହାଡ଼ ଦୁର୍ବଳ ହେବା, ମୁଡ୍ ସୁଇଙ୍ଗ୍ ହେବା ଏବଂ ଅବସାଦ ଜନିତ ସମସ୍ୟା ଦେଖାଦେଇଥାଏ। ଏବେ ପ୍ରଶ୍ନ ଉଠୁଛି, ମାସକୁ କେତେ ଥର ସୂର୍ଯ୍ୟକିରଣ ନେବା ଉଚିତ? ଏହି ଲେଖାରେ ଆମେ ବିସ୍ତୃତ ଭାବେ ଆଲୋଚନା କରିବୁ ଭିଟାମିନ୍ ଡି ଶରୀର ପାଇଁ କେତେ ଜରୁରୀ। ଶରୀରରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍ ଡି ରହିବା ପାଇଁ ସପ୍ତାହକୁ ୨-୩ ଥର ୧୦-୧୫ ମିନିଟ୍ ସୂର୍ଯ୍ୟକିରଣ ନେବା ଉଚିତ। ତେବେ ସୂର୍ଯ୍ୟକିରଣର ସଠିକ୍ ମାତ୍ରା ଆପଣଙ୍କ ଚର୍ମର ରଙ୍ଗ, ବୟସ ଏବଂ ଅବସ୍ଥାନ ସମେତ ଅନେକ କାରଣ ଉପରେ ନିର୍ଭର କରେ । ଆପଣଙ୍କୁ କେତେ ସମୟ ସୂର୍ଯ୍ୟ କିରଣ ଦରକାର ତାହା ଉପରେ ନିର୍ଭର କରେ ।…

Read More