Author: Ayesha Debnath

Raftaar Manraj Jawanda Wedding: ପ୍ରଥମ ପତ୍ନୀ କୋମଲ ବୋହରାଙ୍କୁ ଛାଡପତ୍ର ଦେବାର ୫ ବର୍ଷ ପରେ ପ୍ରସିଦ୍ଧ ରାପର୍ ତଥା ଗାୟକ ରଫ୍ତାର ଫ୍ୟାସନ୍ ଷ୍ଟାଇଲିଷ୍ଟ ମନରାଜ ଜବନ୍ଦାଙ୍କୁ ବିବାହ କରିଛନ୍ତି। ସେମାନଙ୍କ ବିବାହର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ମଙ୍ଗରାଜ  ଜବନ୍ଦାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେମାନଙ୍କ ବିବାହ ଉତ୍ସବରେ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁଙ୍କୁ ଦେଖିବାକୁ ମିଳିଥାଏ। ତାଙ୍କ ହଠାତ୍ ବିବାହକୁ ନେଇ ପ୍ରଶଂସକମାନେ ବେଶ୍ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ରଫ୍ତାର କିମ୍ବା ମନରାଜଙ୍କ ବିବାହ ଫଟୋ ଏପର୍ଯ୍ୟନ୍ତ ସେୟାର ହୋଇନାହିଁ । କିନ୍ତୁ ପ୍ରଶଂସକମାନେ ଜାଣିବାକୁ ଆଗ୍ରହୀ ଅଛନ୍ତି ଯେ ଦୁହେଁ ପ୍ରକୃତରେ ବିବାହ କରିଛନ୍ତି କି ନାହିଁ । ଏହା ସହ ପ୍ରଶଂସକମାନେ ମଧ୍ୟ ସେମାନଙ୍କ ବିବାହ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଦୁହିଁଙ୍କ ବିବାହ ଫଟୋ ଇଣ୍ଟରନେଟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି…

Read More