Author: Ayesha Debnath

Budget 2025:ଦଳିତ ଏବଂ ଆଦିବାସୀ ସମ୍ପ୍ରଦାୟର ମହିଳାଙ୍କୁ ସଶକ୍ତ କରିବା ପାଇଁ ଏକ ନୂତନ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ଥର ପାଇଁ ଉଦ୍ୟୋଗୀ ହୋଇଥିବା ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ୫ ଲକ୍ଷ ମହିଳାଙ୍କୁ ସଶକ୍ତ କରିବାର ଲକ୍ଷ୍ୟ ରଖିଛନ୍ତି ସରକାର । ଆଗାମୀ ୫ ବର୍ଷ ମଧ୍ୟରେ ସେମାନଙ୍କୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ମିଆଦୀ ଋଣ ପ୍ରଦାନ କରିବାର ଯୋଜନା ରହିଛି। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ଅଷ୍ଟମ ବଜେଟ୍ ଉପସ୍ଥାପନ କରୁଛନ୍ତି। ସରକାର ଏହି ବଜେଟକୁ ମହିଳା, ଗରିବ, ପଛୁଆ ବର୍ଗ ଏବଂ ମଧ୍ୟବିତ୍ତଙ୍କ ପାଇଁ ସ୍ୱତନ୍ତ୍ର ବୋଲି ପୂର୍ବରୁ ବର୍ଣ୍ଣନା କରିଥିଲେ। ବଜେଟରେ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ପଛୁଆ ବର୍ଗର ମହିଳାଙ୍କ ପାଇଁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ମିଆଦୀ ବୀମା ଏହାର ଏକ ଉଦାହରଣ। ଏଥିସହିତ କ୍ଷୁଦ୍ର…

Read More