Author: Ayesha Debnath

Actresses: ଫିଲ୍ମ ଇଣ୍ଡଷ୍ଟ୍ରିରେ ଷ୍ଟାରଙ୍କ ମଧ୍ୟରେ ସମ୍ପର୍କ ଗଢ଼ିବା ଏବଂ ଭାଙ୍ଗିବା ଏକ ସାଧାରଣ କଥା। ସେହିପରି ବିବାହିତ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ସହ ମଧ୍ୟ ଅନେକ ଷ୍ଟାରଙ୍କର ସମ୍ପର୍କ ଯୋଡ଼ିବାର ଖବର ସାମ୍ନାକୁ ଆସିଥାଏ । ଆଜି ଏହି ରିପୋର୍ଟରେ ଆମେ ଆପଣଙ୍କୁ ସେହି ଅଭିନେତ୍ରୀଙ୍କ ସହ ପରିଚିତ କରାଇବାକୁ ଯାଉଛୁ ଯେଉଁମାନେ ବିବାହିତ ପୁରୁଷଙ୍କ ପ୍ରେମରେ ପଡିଛନ୍ତି । ନିମ୍ନରେ ଦେଖନ୍ତୁ ତାଲିକାରେ କିଏ ସାମିଲ ଅଛନ୍ତି । ରେଣୁ – ଅଭିନେତ୍ରୀ ରେଣୁ ମଧ୍ୟ ବିବାହିତ ଅଭିନେତା ପୱନ କଲ୍ୟାଣଙ୍କୁ ଭଲ ପାଉଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। କିଛି ବର୍ଷ ଡେଟିଂ କରିବା ପରେ ଅଭିନେତା ତାଙ୍କ ପତ୍ନୀଙ୍କୁ ଛାଡି ରେଣୁଙ୍କୁ ବିବାହ କରିଥିଲେ । ତେବେ ଏହି ସମ୍ପର୍କ ୨୦୧୨ରେ ଶେଷ ହୋଇଥିଲା। ଏବେ ସେ ଲେଜନେଭାଙ୍କ ସହ ବୈବାହିକ ଜୀବନକୁ ଉପଭୋଗ କରୁଛନ୍ତି। ଶ୍ରୀଦେବୀ – ଏହି ତାଲିକାର…

Read More