Author: Ayesha Debnath

Sonia Gandhi: ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଏହାର ଶୁଭାରମ୍ଭ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ହୋଇଥିଲା। ବଜେଟ୍ ଅଧିବେଶନ ପୂର୍ବରୁ ସାଧାରଣତଃ ଲୋକମାନେ ଟିକସ ହ୍ରାସ ଏବଂ ସରକାରଙ୍କ ଠାରୁ ରିହାତି ଆଶା କରୁଥିଲେ। ତେବେ ଆଶା ଠାରୁ ବିପରୀତ ବଜେଟ ଅଧିବେଶନ ପୂର୍ବରୁ ଏକ ନୂଆ ବିବାଦ ସୃଷ୍ଟି ହୋଇଛି । ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦ୍ର ସରକାରଙ୍କ ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ। ଏଥିରେ କେହି ଆଶ୍ଚର୍ଯ୍ୟ ହେବା ଉଚିତ ନୁହେଁ; ଏହା ପୂର୍ବରୁ ମଧ୍ୟ ଘଟିସାରିଛି। ଏହାର ଜବାବରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏଭଳି ମନ୍ତବ୍ୟ ଦେବା ପରେ ସମଗ୍ର ରାଜନୈତିକ ବାତାବରଣ ଗରମ ହୋଇଯାଇଥିଲା। ଶେଷରେ କ’ଣ କହିଲେ ସୋନିଆ ?  ସଂସଦର ଉଭୟ ଗୃହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ରାଷ୍ଟ୍ରପତିଙ୍କୁ ‘ଗରିବ ମହିଳା’…

Read More