Author: Ayesha Debnath

Friendship Goal: ସ୍କୁଲ ଓ କଲେଜ ଜୀବନରେ ଗଢ଼ି ଉଠିଥିବା ବନ୍ଧୁତା ନିଆରା। ଏହା ହେଉଛି ସେହି ସମୟ ଯେତେବେଳେ ଆମେ କେବଳ ଆମର ସାଙ୍ଗମାନଙ୍କ ସହିତ ପାଠ ପଢି ନଥାଉ ବରଂ ଜୀବନର ଅମୂଲ୍ୟ ମୁହୂର୍ତ୍ତଗୁଡ଼ିକୁ ମଧ୍ୟ ବାଣ୍ଟିଥାଉ। ଖାଇବା ପିଇବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ସମସ୍ତେ ମିଶି ସମସ୍ତ ମୁହୂର୍ତ୍ତକୁ ଉପଭୋଗ କରିଥାଉ । ବିତି ଯାଇଥିବା ସେହି ସମୟ ଗୁଡ଼ିକ ଆଉ କେବେ ବି ଫେରି ଆସେ ନାହିଁ। ସେଥିପାଇଁ ତ, ସେହି ସମୟରେ ମନ ଖୋଲି ସାଙ୍ଗମାନଙ୍କ ସହ ବଞ୍ଚିବା ଆବଶ୍ୟକ। ଯେପରି ଧୀରେ ଧୀରେ ଆମେ ବଡ଼ ହୋଇ ଆଗକୁ ଆଗକୁ ଆସୁଥାଉ, ଠିକ ସେହି ପରି ସେହି ମୁହୂର୍ତ୍ତ, ସାଙ୍ଗ ସାଥି, ହସ ଖୁସି ପଛରେ ଛାଡ଼ି ଛାଡ଼ି ଯାଉ। କୁହନ୍ତି ଯେ, ପ୍ରକୃତ ବନ୍ଧୁ କେବଳ ସ୍କୁଲ ଏବଂ କଲେଜରେ ହିଁ ମିଳିଥାଏ। ଏହାପରେ ସବୁ କେବଳ…

Read More